ETV Bharat / city

କୋରୋନା ଆତଙ୍କ: ରାଜ୍ୟରେ 13 ହଜାର ଟପିଲା ପଜିଟିଭ ସଂଖ୍ୟା - କୋରୋନା ଆତଙ୍କ

ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ମୃତକଙ୍କ ସଂଖ୍ୟା 64ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 4677ଟି ସକ୍ରିୟ କେସ ରହିଥିବାବେଳେ 8,360ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କୋରୋନା ଆତଙ୍କ: ରାଜ୍ୟରେ 13 ହଜାର ଟପିଲା ପଜିଟିଭ ସଂଖ୍ୟା

author img

By

Published : Jul 12, 2020, 11:19 AM IST

ଭୁବନେଶ୍ବର: ରାଜ୍ୟରେ ପୁଣି 595 ପଜିଟିଭ ଚିହ୍ନଟ । 13 ହଜାର ଟପିଲା ପଜିଟିଭ ସଂଖ୍ୟା । ତେବେ ଆଜି ସର୍ବାଧିକ 230ଟି କେସ କେବଳ ଗଞ୍ଜାମ ଜିଲ୍ଲାରୁ ବାହାରିଛି । ଏଥିସହ ଦିନକରେ 3ଜଣଙ୍କ ମୃତ୍ୟୁ ହୋଇଛି ।

new-595positive-cases-found-in-odisha-today
ଫଟୋ ସୌଜନ୍ୟ:ଟ୍ବିଟର@IPR_Odisha

ଆଜିର 595କେସ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ 394 ଚିହ୍ନଟ ହୋଇଥିବାବେଳେ 201 ସ୍ଥାନୀୟ ସଂକ୍ରମଣ ଭାବରେ ଚିହ୍ନଟ ହୋଇଛନ୍ତି । ତେବେ ଗଞ୍ଜାମରେ 230, ବାଲେଶ୍ବରରେ 11, ବରଗଡରେ 3, ଭଦ୍ରକ ଓ କଟକରୁ 11 ଜଣ ଲେଖାଏଁ, ଗଜପତିରୁ 20 ଜଣ, ଜଗତସିଂହପୁରରୁ 5 ଜଣ, ଯାଜପୁରରୁ 97, କଳାହାଣ୍ଡିରୁ 4, କେନ୍ଦୁଝରରୁ 3 ଜଣ , ଖୋର୍ଦ୍ଧାରୁ 76 ଜଣ, କୋରାପୁଟରୁ 44, ମାଲକାନଗିରିରୁ 36, ମୟୂରଭଞ୍ଜରୁ 14, ନୟାଗଡରୁ 5, ପୁରୀରୁ 10, ରାୟଗଡା ଓ ସମ୍ବଲପୁରରେ 2 ଜଣ, ସୁନ୍ଦରଗଡରୁ 8 ଜଣ ଓ ବଲାଙ୍ଗୀରରୁ ଜଣେ ଚିହ୍ନଟ ହୋଇଛନ୍ତି ।

odisha
ଫଟୋ ସୌଜନ୍ୟ:ଟ୍ବିଟର@IPR_Odisha

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 4677ଟି ସକ୍ରିୟ କେସ ରହିଥିବାବେଳେ 8,360ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ମୃତକଙ୍କ ସଂଖ୍ୟା 64ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.