ETV Bharat / city

ରାଜ୍ଯରେ ନୂଆ 372 ଆକ୍ରାନ୍ତ ଚିହ୍ନଟ, ଅନୁଗୋଳରେ ସର୍ବାଧିକ

author img

By

Published : Dec 20, 2020, 1:05 PM IST

ରାଜ୍ୟରେ କୋରୋନାର ଡାଉନଟ୍ରେଣ୍ଡ ଜାରି । ରବିବାର 372 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ଯରେ ନୂଆ 372 କୋରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ଯରେ ନୂଆ 372 କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କୋରୋନାର ଡାଉନଟ୍ରେଣ୍ଡ ଜାରି । ରବିବାର 372 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 214 ଚିହ୍ନଟ ହୋଇଥିବା ବେଳେ 158 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 50ଜଣ,ବାଲେଶ୍ବରରୁ 15ଜଣ, ବରଗଡରୁ 10ଜଣ,ବଲାଙ୍ଗୀରରୁ 12ଜଣ, ବୌଦ୍ଧରୁ 3ଜଣ,କଟକରେ 26,, ଢେଙ୍କାନାଳରେ 2, ଗଞ୍ଜାମରୁ 3,ଗଜପତିରୁ 2, ଦେଓଗଡରେ 7, ଜଗତସିଂହପୁରରେ 7, ଯାଜପୁରରୁ 10, ଝାରସୁଗୁଡ଼ାରେ 5, କଳାହାଣ୍ଡିରୁ 8,କେନ୍ଦ୍ରାପଡାରେ 11, କେନ୍ଦୁଝରରେ 12, ମାଲକାନଗିରିରେ 1 ,ଖୋର୍ଦ୍ଧାରୁ 38ଜଣ,ମୟୂରଭଞ୍ଜରେ 24, ନବରଙ୍ଗପୁରରେ 4, ନୟାଗଡରୁ 3ଜଣ,ନୂଆପଡାରେ 12ଜଣ,ପୁରୀରେ 28,ରାୟଗଡାରେ 4, ସମ୍ବଲପୁରରେ 18,କୋରାପୁଟରୁ 1, ସୁନ୍ଦରଗଡରେ 47 ଜଣ ହୋଇ ଥିବାବେଳେ ଷ୍ଟେଟ ପୋଲ 8ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 26ହଜାର ହାଜର 233ଜଣ ହୋଇଥିବା ବେଳେ 3 ଲକ୍ଷ 21 ହଜାର 309ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ 3 ହଜାର 35ଟି ସକ୍ରିୟ ମାମଲା ଥିବା ବେଳେ ରାଜ୍ୟରେ 6603613 କେରୋନା ପରୀକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.