ଭୁବନେଶ୍ବର: ଆଜି ଓଡିଆ ବରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତ୍ରୀ । ଏହାସହ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ମଧ୍ୟ । ଏ ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
-
ଓଡ଼ିଶାର ବରପୁତ୍ର, ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ତାଙ୍କର ଦୃଢ ଆତ୍ମବିଶ୍ଵାସ, ଅନନ୍ୟ ବିଚାରଧାରା ଓ ଦେଶ ପ୍ରତି ସମପର୍ଣ ଭାବ ସର୍ବଦା ପ୍ରେରଣାଦାୟୀ। #ParakramDiwas pic.twitter.com/dDgH38sS19
— Naveen Patnaik (@Naveen_Odisha) January 23, 2021 " class="align-text-top noRightClick twitterSection" data="
">ଓଡ଼ିଶାର ବରପୁତ୍ର, ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ତାଙ୍କର ଦୃଢ ଆତ୍ମବିଶ୍ଵାସ, ଅନନ୍ୟ ବିଚାରଧାରା ଓ ଦେଶ ପ୍ରତି ସମପର୍ଣ ଭାବ ସର୍ବଦା ପ୍ରେରଣାଦାୟୀ। #ParakramDiwas pic.twitter.com/dDgH38sS19
— Naveen Patnaik (@Naveen_Odisha) January 23, 2021ଓଡ଼ିଶାର ବରପୁତ୍ର, ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ତାଙ୍କର ଦୃଢ ଆତ୍ମବିଶ୍ଵାସ, ଅନନ୍ୟ ବିଚାରଧାରା ଓ ଦେଶ ପ୍ରତି ସମପର୍ଣ ଭାବ ସର୍ବଦା ପ୍ରେରଣାଦାୟୀ। #ParakramDiwas pic.twitter.com/dDgH38sS19
— Naveen Patnaik (@Naveen_Odisha) January 23, 2021
-
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ଆଦିବାସୀ ତଥା ସାଧାରଣ ଜନତାଙ୍କ ସ୍ଵାର୍ଥ ରକ୍ଷା ପାଇଁ ସମ୍ବଲପୁରରେ ବ୍ରିଟିସ ବିରୋଧୀ ସଶସ୍ତ୍ର ସଂଗ୍ରାମରେ ତାଙ୍କ ପରାକ୍ରମ ଏବଂ ବଳିଦାନ ସର୍ବଦା ସ୍ମରଣୀୟ। pic.twitter.com/OI8utVX517
— Naveen Patnaik (@Naveen_Odisha) January 23, 2021 " class="align-text-top noRightClick twitterSection" data="
">ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ଆଦିବାସୀ ତଥା ସାଧାରଣ ଜନତାଙ୍କ ସ୍ଵାର୍ଥ ରକ୍ଷା ପାଇଁ ସମ୍ବଲପୁରରେ ବ୍ରିଟିସ ବିରୋଧୀ ସଶସ୍ତ୍ର ସଂଗ୍ରାମରେ ତାଙ୍କ ପରାକ୍ରମ ଏବଂ ବଳିଦାନ ସର୍ବଦା ସ୍ମରଣୀୟ। pic.twitter.com/OI8utVX517
— Naveen Patnaik (@Naveen_Odisha) January 23, 2021ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ଆଦିବାସୀ ତଥା ସାଧାରଣ ଜନତାଙ୍କ ସ୍ଵାର୍ଥ ରକ୍ଷା ପାଇଁ ସମ୍ବଲପୁରରେ ବ୍ରିଟିସ ବିରୋଧୀ ସଶସ୍ତ୍ର ସଂଗ୍ରାମରେ ତାଙ୍କ ପରାକ୍ରମ ଏବଂ ବଳିଦାନ ସର୍ବଦା ସ୍ମରଣୀୟ। pic.twitter.com/OI8utVX517
— Naveen Patnaik (@Naveen_Odisha) January 23, 2021
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି, ସୁରେନ୍ଦ୍ର ସାଏଙ୍କ ଆଦିବାସୀ ତଥା ସାଧାରଣ ଜନତାଙ୍କ ସ୍ଵାର୍ଥ ରକ୍ଷା ପାଇଁ ସମ୍ବଲପୁରରେ ବ୍ରିଟିଶ ବିରୋଧୀ ସଶସ୍ତ୍ର ସଂଗ୍ରାମରେ ତାଙ୍କ ପରାକ୍ରମ ଏବଂ ବଳିଦାନ ସର୍ବଦା ସ୍ମରଣୀୟ ରହିବ। ଏହାସହ ସେ ନେତାଜୀଙ୍କ ଶ୍ରଦ୍ଧାଞ୍ଜଳି ଦେଇ ସେ ଲେଖିଛନ୍ତି, ତାଙ୍କର ଦୃଢ ଆତ୍ମବିଶ୍ଵାସ, ଅନନ୍ୟ ବିଚାରଧାରା ଓ ଦେଶ ପ୍ରତି ସମପର୍ଣ ଭାବ ସର୍ବଦା ସମସ୍ତଙ୍କ ନିକଟରେ ପ୍ରେରଣାଦାୟୀ । ନେତାଜୀଙ୍କ ଜୟନ୍ତୀ ଅବସରରେ ଦେଶବ୍ୟାପୀ ପରାକ୍ରମ ଦିବସ ପାଳନ ହେଉଥିବାରୁ ନବୀନ ପରାକ୍ରମ ଦିବସର ଶୁଭେଚ୍ଛା ଦେଇଛନ୍ତି ।
-
महान स्वतंत्रता सेनानी और भारत माता के सच्चे सपूत नेताजी सुभाष चंद्र बोस को उनकी जन्म-जयंती पर शत-शत नमन। कृतज्ञ राष्ट्र देश की आजादी के लिए उनके त्याग और समर्पण को सदा याद रखेगा। #ParakramDivas
— Narendra Modi (@narendramodi) January 23, 2021 " class="align-text-top noRightClick twitterSection" data="
">महान स्वतंत्रता सेनानी और भारत माता के सच्चे सपूत नेताजी सुभाष चंद्र बोस को उनकी जन्म-जयंती पर शत-शत नमन। कृतज्ञ राष्ट्र देश की आजादी के लिए उनके त्याग और समर्पण को सदा याद रखेगा। #ParakramDivas
— Narendra Modi (@narendramodi) January 23, 2021महान स्वतंत्रता सेनानी और भारत माता के सच्चे सपूत नेताजी सुभाष चंद्र बोस को उनकी जन्म-जयंती पर शत-शत नमन। कृतज्ञ राष्ट्र देश की आजादी के लिए उनके त्याग और समर्पण को सदा याद रखेगा। #ParakramDivas
— Narendra Modi (@narendramodi) January 23, 2021
-
स्वाधीनता संग्राम के महानायक नेताजी सुभाष चन्द्र बोस जी की 125वीं जयंती पर उन्हें कोटि-कोटि नमन। आजाद हिंद फौज की स्थापना कर देश के युवाओं में क्रांतिकारी प्राण फूंकने वाले नेताजी ने देश को पराधीनता की बेड़ियों से मुक्त कराने के लिए अपना सर्वस्व दांव पर लगा दिया।#ParakramDivas pic.twitter.com/LlHqOpK26E
— Dharmendra Pradhan (@dpradhanbjp) January 23, 2021 " class="align-text-top noRightClick twitterSection" data="
">स्वाधीनता संग्राम के महानायक नेताजी सुभाष चन्द्र बोस जी की 125वीं जयंती पर उन्हें कोटि-कोटि नमन। आजाद हिंद फौज की स्थापना कर देश के युवाओं में क्रांतिकारी प्राण फूंकने वाले नेताजी ने देश को पराधीनता की बेड़ियों से मुक्त कराने के लिए अपना सर्वस्व दांव पर लगा दिया।#ParakramDivas pic.twitter.com/LlHqOpK26E
— Dharmendra Pradhan (@dpradhanbjp) January 23, 2021स्वाधीनता संग्राम के महानायक नेताजी सुभाष चन्द्र बोस जी की 125वीं जयंती पर उन्हें कोटि-कोटि नमन। आजाद हिंद फौज की स्थापना कर देश के युवाओं में क्रांतिकारी प्राण फूंकने वाले नेताजी ने देश को पराधीनता की बेड़ियों से मुक्त कराने के लिए अपना सर्वस्व दांव पर लगा दिया।#ParakramDivas pic.twitter.com/LlHqOpK26E
— Dharmendra Pradhan (@dpradhanbjp) January 23, 2021
ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ‘ନେତାଜୀଙ୍କ ଜୟନ୍ତ୍ରୀ ଅବସରରେ ତାଙ୍କୁ ଶତ ନମସ୍କାର । ଦେଶକୁ ସ୍ବାଧୀନ କରିବାରେ ତାଙ୍କ ଯୋଗଦାନ ଓ ସମର୍ପଣ ସର୍ବଦା ମନେ ରହିବ’ । ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ନୂଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟଠାରେ ପହଞ୍ଚିଛନ୍ତି । ସେଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ଆଜାଦ ହିନ୍ଦ ଫୌଜର ସ୍ଥାପନା କରି ଦେଶର ଯୁବପିଢିଙ୍କ ମଧ୍ୟରେ କ୍ରାନ୍ତୀକାରୀ ଭାବନା ଜାଗ୍ରତ କରିଥିଲେ । ଏହାସହ ଦେଶକୁ ପରାଧୀନର ବେଡିରୁ ମୁକ୍ତ କରି ନିଜର ସର୍ବସ୍ବ ବାଜିରେ ଲଗାଇଦେଇଥିଲେ ନେତାଜୀ । ଏହାସହ ଧର୍ମେନ୍ଦ୍ର ବୀରପୁତ୍ର ସୁରେନ୍ଦ୍ର ସାଏଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
-
ସମଗ୍ର ରାଷ୍ଟ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର 125 ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳନ କରିବା ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି।ତାଙ୍କ ଅସୀମ ସାହସ ଏବଂ ବୀରତ୍ୱ ପ୍ରତି ସମ୍ମାନ ଜଣାଇବା ପାଇଁ ଆଜିର ଦିନଟିକୁ 'ପରାକ୍ରମ ଦିବସ' ଭାବେ ପାଳନ କରିବା ଯଥାର୍ଥ। ତାଙ୍କ ଅଗଣିତ ଅନୁଗାମୀଙ୍କ ଭିତରେ ନେତାଜୀ ଜାତୀୟତାବାଦର ଉତ୍ସାହ ଭରିଥିଲେ।
— President of India (@rashtrapatibhvn) January 23, 2021 " class="align-text-top noRightClick twitterSection" data="
">ସମଗ୍ର ରାଷ୍ଟ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର 125 ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳନ କରିବା ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି।ତାଙ୍କ ଅସୀମ ସାହସ ଏବଂ ବୀରତ୍ୱ ପ୍ରତି ସମ୍ମାନ ଜଣାଇବା ପାଇଁ ଆଜିର ଦିନଟିକୁ 'ପରାକ୍ରମ ଦିବସ' ଭାବେ ପାଳନ କରିବା ଯଥାର୍ଥ। ତାଙ୍କ ଅଗଣିତ ଅନୁଗାମୀଙ୍କ ଭିତରେ ନେତାଜୀ ଜାତୀୟତାବାଦର ଉତ୍ସାହ ଭରିଥିଲେ।
— President of India (@rashtrapatibhvn) January 23, 2021ସମଗ୍ର ରାଷ୍ଟ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର 125 ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳନ କରିବା ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି।ତାଙ୍କ ଅସୀମ ସାହସ ଏବଂ ବୀରତ୍ୱ ପ୍ରତି ସମ୍ମାନ ଜଣାଇବା ପାଇଁ ଆଜିର ଦିନଟିକୁ 'ପରାକ୍ରମ ଦିବସ' ଭାବେ ପାଳନ କରିବା ଯଥାର୍ଥ। ତାଙ୍କ ଅଗଣିତ ଅନୁଗାମୀଙ୍କ ଭିତରେ ନେତାଜୀ ଜାତୀୟତାବାଦର ଉତ୍ସାହ ଭରିଥିଲେ।
— President of India (@rashtrapatibhvn) January 23, 2021
ଅନ୍ୟପକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ନେତାଜୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି, ଅସୀମ ସାହସ ଏବଂ ବୀରତ୍ବ ପ୍ରତି ସମ୍ମାନ ଜଣାଇବା ପାଇଁ ଆଜିର ଦିନଟିକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବା ଯଥାର୍ଥ। ନେତାଜୀ ହେଉଛନ୍ତି ଆମ ଅତି ପ୍ରିୟ ରାଷ୍ଟ୍ରନାୟକଙ୍କ ମଧ୍ୟରୁ ଅନ୍ୟତମ ଯିଏ ଭାରତର ସ୍ବାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ଦେଇଥିଲେ। ନେତାଜୀଙ୍କ ଦେଶ ପ୍ରେମ ଓ ତ୍ୟାଗ ଆମକୁ ସବୁବେଳେ ଉଦବୁଦ୍ଧ କରୁଥିବ ବୋଲି ରାଷ୍ଟ୍ରପତି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ