ଭୁବନେଶ୍ବର: ଭାରତୀୟ ସେନାର ନୂତନ ଉପ ମୁଖ୍ୟ ଭାବରେ ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡିପ୍ରସାଦ ମହାନ୍ତିଙ୍କ ନାଁ ଘୋଷଣା ହେବା ପରେ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ କରି ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ଓଡିଶା ପାଇଁ ଏହାର ଗର୍ବର ମୂହୁର୍ତ୍ତ ବୋଲି ସେ କହିଛନ୍ତି ।
-
Congratulate #Odisha born Army Officer Lt General Chandi Prasad Mohanty on being appointed as the next Vice- Chief of #IndianArmy. Indeed a proud moment for #Odisha. Wish the very best for the new responsibility.
— Naveen Patnaik (@Naveen_Odisha) January 19, 2021 " class="align-text-top noRightClick twitterSection" data="
">Congratulate #Odisha born Army Officer Lt General Chandi Prasad Mohanty on being appointed as the next Vice- Chief of #IndianArmy. Indeed a proud moment for #Odisha. Wish the very best for the new responsibility.
— Naveen Patnaik (@Naveen_Odisha) January 19, 2021Congratulate #Odisha born Army Officer Lt General Chandi Prasad Mohanty on being appointed as the next Vice- Chief of #IndianArmy. Indeed a proud moment for #Odisha. Wish the very best for the new responsibility.
— Naveen Patnaik (@Naveen_Odisha) January 19, 2021
ପ୍ରକାଶଥାଉକି, ରାଜଧାନୀରେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି । ଦୁଇ ଦିନିଆ ଓଡିଶା ଗସ୍ତରେ ଆସି 120 ବାଟାଲିୟନ କ୍ୟାମ୍ପସ କରିବେ ପରିଦର୍ଶନ । ବ୍ରହ୍ମପୁର ଗୋଳାବନ୍ଧସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜର ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ