ETV Bharat / city

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

author img

By

Published : Dec 29, 2021, 7:48 PM IST

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ (National trade union congress )। ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାକୁ ଘରୋଇକରଣକୁ (Privatization of Public sector) ଜୋରଦାର ବିରୋଧ କରାଯାଇଛି। ଅଧିକ ପଢନ୍ତୁ

ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର: ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ (National trade union congress )। ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାକୁ ଘରୋଇକରଣକୁ (Privatization of Public sector) ଜୋରଦାର ବିରୋଧ କରାଯାଇଛି। ଏହାକୁ ନେଇ ଆଗାମୀ ଦିନରେ ଜୋରାଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ମଜଦୁର କଂଗ୍ରେସ ସଭାପତି ଓଡିଶା ଶାଖା ରାମଚନ୍ଦ୍ର ଖୁଣ୍ଟିଆଙ୍କ ସଭାପତିତ୍ବରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ବରର ମଜଦୁର କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ନାଲକୋକୁ ଆଗାମୀ ଦିନରେ ଘରୋଇକରଣ କରିବାକୁ କେନ୍ଦ୍ର ସରକାର ଯେଉଁ ଚେଷ୍ଟା କରୁଛନ୍ତି ମଜଦୁର କଂଗ୍ରେସ ଅନ୍ତର୍ଭୁକ୍ତ ସମସ୍ତ ଶ୍ରମିକ ୟୁନିୟନ ଏହାକୁ ବିରୋଧ କରୁଛନ୍ତି। ଜାନୁଆରୀ 3 ତାରିଖରେ ନାଲକୋ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କୁ ଭେଟି ଦାବି ଜଣାଯିବ। ଏହା ସହ କେନ୍ଦ୍ର ସରକାର ପାରାଦ୍ବୀପ ପୋର୍ଟ, ବିମାନ ବନ୍ଦର, ଏନଟିପିସି ତାଳଚେର କାରଖାନା ଆଦିକୁ ଘରୋଇକରଣ ନିଷ୍ପତ୍ତିକୁ ମଜଦୁର କଂଗ୍ରେସର ଓଡିଶା ଶାଖା ପକ୍ଷରୁ ବିରୋଧ କରାଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.