ETV Bharat / city

ମାତା ପିତାଙ୍କ ଚରଣେ ସ୍ବର୍ଗ - ମାତା ପିତା

ଭୁବନେଶ୍ବର ଜୟଦେବ ଭବନରେ ଏକ ଘରୋଇ ଫାଉଣ୍ଡେସନ ପକ୍ଷରୁ ପାଳନ ହୋଇଛି ଜାତୀୟ ମାତୃପିତୃ ଦିବସ । ଫୁଲ ଚନ୍ଦନ ଦେଇ ପିତା ମାତାଙ୍କୁ ବନ୍ଦାପନା ସହିତ ଆଶୀର୍ବାଦ ନେଇଛନ୍ତି ସନ୍ତାନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 29, 2019, 1:26 AM IST

ଭୁବନେଶ୍ବର: ବର୍ତ୍ତମାନର ଆଧୁନିକତା ଭିତରେ ମଣିଷତ୍ୱ ହଜିଯିବା ସହ ଜନ୍ମ କରିଥିବା ମାତାପିତାଙ୍କୁ ବି ପର କରିଦେଉଛନ୍ତି ସନ୍ତାନ । ସେ ସହରୀ ଚାକଚକ୍ୟ ହଉ କି ଗାଁ କଥା ସବୁଠାରେ ଅବସ୍ଥା ସମାନ। ଏପରି ସ୍ଥିତିରେ ପିତା ମାତାଙ୍କ ପ୍ରତି ସନ୍ତାନଙ୍କ କର୍ତ୍ତବ୍ୟକୁ ହୃଦବୋଧ କାରାଇବାକୁ ଏକ ଘରୋଇ ଫାଉଣ୍ଡେସନ ପକ୍ଷରୁ ଜୟଦେବ ଭବନରେ ପାଳିତ ହୋଇଛି ଜାତୀୟ ମାତୃପିତୃ ଦିବସ । କିଭଳି ଛୋଟ ସମୟ ରୁ ହିଁ ପିଲା ମାନେ ମାଆ ବାପା ଙ୍କୁ ଭଗବାନ ବୋଲି ମାନିବେ ତାହା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ସାଜିଥିଲା।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସ୍ରଷ୍ଟା ଜନ୍ମଦାତା ଓ ଜନ୍ମଦାତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସନ୍ତାନ । ଫୁଲ ଚନ୍ଦନ ଦେଇ ବାପା ମାଆଙ୍କୁ ବନ୍ଦାପନା ପରେ ନେଇଛନ୍ତି ଆଶୀର୍ବାଦ । ପରିବେଶ ଥିଲା ବେଶ ଭାବ ଗମ୍ଭୀର ଓ ଆନନ୍ଦମୟ । ଉଗ୍ର ଆଧୁନିକତାର ଅନ୍ଧ ଅନୁସରଣ ଯୁଗରେ ମାତୃପିତୃ ଦିବସ, କିନ୍ତୁ ପ୍ରମାଣିତ କରୁଥିଲା ଭାରତୀୟ ସଂସ୍କୃତି ଓ ପରମ୍ପରାର ମହାନତା ଓ ଅନନ୍ୟ ପଣିଆ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଜାତୀୟ ମାତା ପିତା ପାଳନ କଲେ ରାଜଧାନୀ ବାସୀ,
ମାତା ପିତାଙ୍କୁ ଫୁଲ ଚନ୍ଦନ ରେ ପୂଜା କଲେ ଶହ ଶହ ସନ୍ତାନBody:ଜାତୀୟ ମାତା ପିତା ପାଳନ କଲେ ରାଜଧାନୀ ବାସି। ବର୍ତ୍ତମାନ ର ଆଧୁନିକତା ଭିତରେ ମଣିଷତ୍ୱ ହାଯିବା ସହ ଜନ୍ମ କରିଥିବା ମାତାପିତା ଙ୍କୁ ବି ପର କରିଦେଇଛନ୍ତି ସନ୍ତାନ। ସେ ସହରୀ ଚାକଚକ୍ୟ ହଉ କି ଗାଁ କଥା ସବୁଠାରେ ଅବସ୍ଥା ସମାନ। ଧୀରେ ଧୀରେ ସନ୍ତାନ ମାନେ ମା ବାପା ଠାରୁ ମୁହଁ ଫେରି ଦେଉଛିନ୍ତି, ଏହି ପରିପେକ୍ଷି ରେ ଆଜି ଆଜି ଆଲିସା ଫାଉଣ୍ଡେସନ ତରଫ ରୁ ଜାତୀୟ ମାତା ପିତା ଦିବସ ଆଜି ସନ୍ଧ୍ୟା ରେ ପାଳନ ହୋଇଛି । କିଭଳି ଛୋଟ ସମୟ ରୁ ହିଁ ପିଲା ମାନେ ମା ବାପା ଙ୍କୁ ଭଗବାନ ବୋଲି ମାନିବେ ତାହା ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ସାଜିଥିଲା। ଆଜି ରାଜଧାନୀ ର ଶହ ଶହ ଛାତ୍ରଛାତ୍ରୀ ଆଜି ନିଜ ମାତା ପିତା ଙ୍କୁ ସ୍ଥାନୀୟ ଜୟଦେବ ଭବନ କୁ ଆସି ପୂଜା କରିଥିଲେ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.