ETV Bharat / city

ଉଦଘାଟିତ ହେଲା ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା - National level handloom mela starts in BBSR

ରାଜଧାନୀ ପ୍ରଦର୍ଶନୀ ପଡିଆରେ ଉଦଘାଟିତ ହୋଇଯାଇଛି ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

handloom mela
ଆରମ୍ଭ ହେଲା ଜାତୀୟ ହସ୍ତତନ୍ତ ମେଳା
author img

By

Published : Jan 27, 2020, 6:24 AM IST

ଭୁବନେଶ୍ବର: ରାଜଧାନୀରେ ଉଦଘାଟିତ ହୋଇଯାଇଛି ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା । ପ୍ରଦର୍ଶନୀ ପଡିଆରେ ଏହି ହସ୍ତତନ୍ତ ମେଳା ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଏହି ଜାତୀୟ ହସ୍ତତନ୍ତ ମେଳାର ଶୁଭ ଉଦଘାଟନ କରିଛନ୍ତି । 2020 ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାରେ 100ଟି ଷ୍ଟଲରୁ ରାଜ୍ୟର 25ଟି ଓ ଅନ୍ୟ ରାଜ୍ୟରୁ 75ଟି ଷ୍ଟଲ ହୋଇଛି ।

ଆରମ୍ଭ ହେଲା ଜାତୀୟ ହସ୍ତତନ୍ତ ମେଳା

3 ଟି ସର୍ବାଧିକ କାରବାର କରିଥିବା ଓ 75 ବର୍ଷ ପୂର୍ତ୍ତୀ କରିଥିବା ତାନ୍ତବାୟ ସମିତିକୁ ସମ୍ବର୍ଦ୍ଧନା କରାଯାଇଛି । ଆନ୍ତା ଫେବୃୟାରୀ 23 ତାରିଖ ପର୍ଯ୍ୟନ୍ତ ଏହି ହସ୍ତତନ୍ତ ମେଳା ଚାଲିବ । ଏହି ମେଳାରେ ରାଜ୍ୟର ବିଭିନ୍ନ ତନ୍ତବାୟ ସମିତିର ଷ୍ଟଲ ସହ ଉତ୍ତରପ୍ରଦେଶ, ଜାମ୍ମୁ ଓ କାଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ପଣ୍ଡିଚେରୀ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ହରିୟାନାରୁ ଆସିଥିବା ବିଭିନ୍ନ ହସ୍ତତନ୍ତ ପ୍ରସ୍ତୁତ ବସ୍ତ୍ର ପ୍ରଦର୍ଶିତ ହେବ । ତେବେ ଚଳିତ ବର୍ଷ 15 କୋଟିରୁ ଅଧିକ ଟଙ୍କାର କାରବାର ଆଶା ରଖିଛି ହସ୍ତତନ୍ତ ଓ ବୟନଶିଳ୍ପ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଉଦଘାଟିତ ହୋଇ ଯାଇଛି ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା

ଉଦଘାଟିତ ହୋଇ ଯାଇଛି ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା। ପ୍ରଦର୍ଶନୀ ପଡିଆରେ ଏହି ହସ୍ତତନ୍ତ ମେଳା ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଯୋଗ ଦେଇ ଏହି ଜାତୀୟ ହସ୍ତତନ୍ତ ମେଳାର ଶୁଭ ଉଦଘାଟନ କରିଛନ୍ତିଽ 2020 ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାରେ 100 ଟି ଷ୍ଟଲ ରୁ ରାଜ୍ୟର 25 ଟି ଓ ଅନ୍ୟ ରାଜ୍ୟରୁ 75 ଟି ଷ୍ଟଲ ହୋଇଛି। 3 ଟି ସର୍ବାଧିକ କାରବାର କରିଥିବା ଓ 75 ବର୍ଷ ପୂର୍ତ୍ତୀ କରିଥିବା ତାନ୍ତବାୟ ସମିତିକୁ ସମ୍ବର୍ଦ୍ଧନା କରାଯାଇଛି। ଆନ୍ତା ଫେବୃୟାରୀ 23 ତାରିଖ ପର୍ଯ୍ୟନ୍ତ ଏହି ହସ୍ତତନ୍ତ ମେଳା ଚାଲିବଽ ଏହି ମେଳାରେ ରାଜ୍ୟର ବିଭିନ୍ନ ତନ୍ତବାୟ ସମିତିର ଷ୍ଟଲ ସହ ଉତ୍ତରପ୍ରଦେଶ, ଜାମ୍ମୁ ଓ କାଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ପଣ୍ଡିଚେରୀ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ହରିୟାନାରୁ ଆସିଥିବା ବିଭିନ୍ନ ହସ୍ତତନ୍ତ ପ୍ରସ୍ତୁତ ବସ୍ତ୍ର ପ୍ରଦର୍ଶିତ ହୋଇଛିଽ ତେବେ ଚଳିତ ବପ୍ଷ 15 କୋଟିରୁ ଅଧିକ ଟଙ୍କାର କାରବାର ଆଶା ରଖିଛି ହସ୍ତତନ୍ତ ଓ ବୟନଶିଳ୍ପ

ବାଇଟ() ଜ୍ୟୋତି ପ୍ରକାଶ ଦାସ, ପରିଚାଳନା ନିର୍ଦ୍ଦେଶକ, ବୟନିକାBody:ଉଦଘାଟିତ ହୋଇ ଯାଇଛି ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା

ଉଦଘାଟିତ ହୋଇ ଯାଇଛି ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା। ପ୍ରଦର୍ଶନୀ ପଡିଆରେ ଏହି ହସ୍ତତନ୍ତ ମେଳା ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଯୋଗ ଦେଇ ଏହି ଜାତୀୟ ହସ୍ତତନ୍ତ ମେଳାର ଶୁଭ ଉଦଘାଟନ କରିଛନ୍ତିଽ 2020 ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାରେ 100 ଟି ଷ୍ଟଲ ରୁ ରାଜ୍ୟର 25 ଟି ଓ ଅନ୍ୟ ରାଜ୍ୟରୁ 75 ଟି ଷ୍ଟଲ ହୋଇଛି। 3 ଟି ସର୍ବାଧିକ କାରବାର କରିଥିବା ଓ 75 ବର୍ଷ ପୂର୍ତ୍ତୀ କରିଥିବା ତାନ୍ତବାୟ ସମିତିକୁ ସମ୍ବର୍ଦ୍ଧନା କରାଯାଇଛି। ଆନ୍ତା ଫେବୃୟାରୀ 23 ତାରିଖ ପର୍ଯ୍ୟନ୍ତ ଏହି ହସ୍ତତନ୍ତ ମେଳା ଚାଲିବଽ ଏହି ମେଳାରେ ରାଜ୍ୟର ବିଭିନ୍ନ ତନ୍ତବାୟ ସମିତିର ଷ୍ଟଲ ସହ ଉତ୍ତରପ୍ରଦେଶ, ଜାମ୍ମୁ ଓ କାଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ପଣ୍ଡିଚେରୀ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ହରିୟାନାରୁ ଆସିଥିବା ବିଭିନ୍ନ ହସ୍ତତନ୍ତ ପ୍ରସ୍ତୁତ ବସ୍ତ୍ର ପ୍ରଦର୍ଶିତ ହୋଇଛିଽ ତେବେ ଚଳିତ ବପ୍ଷ 15 କୋଟିରୁ ଅଧିକ ଟଙ୍କାର କାରବାର ଆଶା ରଖିଛି ହସ୍ତତନ୍ତ ଓ ବୟନଶିଳ୍ପ

ବାଇଟ() ଜ୍ୟୋତି ପ୍ରକାଶ ଦାସ, ପରିଚାଳନା ନିର୍ଦ୍ଦେଶକ, ବୟନିକାConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.