ETV Bharat / city

ଫନିରେ ଭାଙ୍ଗି ଯାଇଥିବା ଜିନିଷର ପୁନର୍ବ୍ୟବହାର କରୁଛି ଏନଆଇଏଫଟି

author img

By

Published : Aug 6, 2019, 3:23 PM IST

ଫନିରେ ନଷ୍ଟ ହୋଇଯାଇଥିବା ଜିନିଷକୁ ପୁଣି ଥରେ ବ୍ୟବହାର ଉପୋଯୋଗୀ କରିଛି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫେସନ ଟେକ୍ନୋଲୋଜି(ଏନଆଇଏଫଟି) ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଫନିରେ ଭାଙ୍ଗି ଯାଇ ଥିବା ଜିନିଷକୁ ପୁଣି ଥରେ ବ୍ୟବହାର ଉପଯୋଗୀ କରିବା ପାଇଁ ନୂଆ ପ୍ରୟାସ ଆରମ୍ଭ କରିଛି ଏନଆଇଏଫଟି। ଫନି ଆସି ନଷ୍ଟ କରି ଦେଇଥିଲା ଅନେକ ଧନ ସମ୍ପତ୍ତି, ଆଉ ଏଥିରୁ ବାଦ ପଡି ନଥିଲା ଅନେକ ସ୍କୁଲ ଓ କଲେଜ। ବିଭିନ୍ନ ଶିକ୍ଷାନୁଷ୍ଠାନର କାଚ ଝରକା ଠାରୁ ଆରମ୍ଭ କରି ଚେୟାର ଟେବୁଲ ପର୍ଯ୍ୟନ୍ତ ସବୁ ଭାଙ୍ଗି ଯାଇଥିଲା। ଏସବୁ ଭଙ୍ଗା ଜିନିଷକୁ ବ୍ୟବହାର କରି ଏନଆଇଏଫଟି ବିଭିନ୍ନ ବ୍ୟବହାର ଉପଯୋଗୀ ଜିନିଷ ତିଆରି କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସବୁ ଭଙ୍ଗା ଜିନିଷକୁ ପୁଣି ଥରେ ସାଇତିଛି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫେସନ ଟେକ୍ନୋଲୋଜି। ଝରକାରୁ ଭାଙ୍ଗି ଯାଇଥିବା ଲୁହାରୁ ଡ଼ଷ୍ଟବିନ ଷ୍ଟାଣ୍ଡ ତିଆରି କରିଛି ଏହି ଇନଷ୍ଟିଚ୍ୟୁଟ। ଅନ୍ୟ ପଟେ ଫନି ବାତ୍ୟା ପରେ ଇନଷ୍ଟିଚ୍ୟୁଟର ଅନେକ ଗଛ ଲତା ଭାଙ୍ଗି ଯିବା ଫଳରେ ବାସ ହରା ପକ୍ଷୀଙ୍କ ପାଇଁ ବାସସ୍ଥାନ ତିଆରି କରାଯାଇଛି । ଯାହା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ଅଟେ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଭୁବନେଶ୍ୱର ଏନ ଆଇ ଏଫ ଟି ନୂଆ ପ୍ରୟାସ,ଫନି ରେ ଭାଙ୍ଗି ଯାଇ ଥିବା ଜିନିଷ ରୁ ତିଆରି କଲେ ଦରକାରୀ ସାମଗ୍ରୀ

Body:ଭୁବନେଶ୍ୱର ଏନ ଆଇ ଏଫ ଟି ନୂଆ ପ୍ରୟାସ,ଫନି ରେ ଭାଙ୍ଗି ଯାଇ ଥିବା ଜିନିଷ ରୁ ତିଆରି କଲେ ଦରକାରୀ ସାମଗ୍ରୀ

ବାତ୍ୟା ଫନି ଯେବେ ଆସି ଥିଲା ଉଜାଡ଼ି ଦେଇ ଥିଲା ଅନେକ ସାମଗ୍ରୀ ,ଆଉ ଏଠୁ ବାଦ ପଡି ନ ଥିଲେ ଅନେକ ସ୍କୁଲ ଓ କଲେଜ। ବିଭିନ୍ନ ଶିକ୍ଷାନୁଷ୍ଠାନ ର କାଚ କବାଟ ଠାରୁ ପର୍ଯ୍ୟନ୍ତ ଭାଙ୍ଗି ଯାଇଥିଲା। କିନ୍ତୁ ଏ ସବୁ ଭଙ୍ଗା ଜିନିଷ କୁ ପୁଣି ଥରେ ସାଇତିଛି ଭୁବନେଶ୍ୱର ନେସନାଲ ଇନଷ୍ଟିଚ୍ୟୁଟ ଅଫ ଫେସନ ଟେକ୍ନୋଲୋଜି। ଝରକା ରୁ ଭାଂଗି ଯାଇଥିବା ଲୁହା କୁ ଡ଼ଷ୍ଟବିନ ଷ୍ଟାଣ୍ଡ ତିଆରି ଏହି ଇନଷ୍ଟିଚ୍ୟୁଟ। ଅନ୍ୟ ପଟେ ଫନି ବାତ୍ୟା ପରେ ଇନଷ୍ଟିଚ୍ୟୁଟ ର ଅନେକ ଗଛ ଲାତା ଭାଂଗି ଯିବା ଫଳ ରେ ବାସ ହରା ପକ୍ଷୀ ଙ୍କ ପାଇଁ ବାସସ୍ଥାନ ତିଆରି କରିଛନ୍ତି । ଯାହା ଏବେ ଅନ୍ୟ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଉଦାହରଣ ଅଟେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.