ETV Bharat / city

ନାଟକ 'କ୍ଷତିପୂରଣ' ମଞ୍ଚସ୍ଥ - ଭୁବନେଶ୍ବର

ଉତ୍ତର ପୁରୁଷ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଯାଇଛି ନାଟକ ମହୋତ୍ସବ । ଏହି ଅବସରରେ ନାଟକ 'କ୍ଷତିପୂରଣ' ମଞ୍ଚସ୍ଥ ହୋଇଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର
author img

By

Published : Apr 26, 2019, 1:13 PM IST

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଯାଇଛି ନାଟକ ମହୋତ୍ସବ 2019। ଉତ୍ତର ପୁରୁଷ ଅନୁଷ୍ଠାନ ପକ୍ଷରୁ ଏହାର ଆୟୋଜନ କରାଯାଇଛି । ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ୟାରେ ମଞ୍ଚସ୍ଥ ହୋଇଯାଇଛି ନାଟକ 'କ୍ଷତିପୂରଣ' । ପ୍ରଶାସନିକ ବ୍ୟବସ୍ଥା, ରାଜନୀତି, ଓ ମାନନବୀୟ ଚରିତ୍ରର ରୂପାନ୍ତରିତରେ ଦେଖିବାକୁ ମିଳିଥିଲା ଏହି ନାଟକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର
ଏହି ନାଟକରେ ଏକାସଙ୍ଗେ ମଞ୍ଚରେ ନଜର ଆସିଥିଲେ 25 ଜଣ କଳାକାର । ଭୀଷ୍ମ ସାହାଣୀଙ୍କ ହିନ୍ଦୀ ନାଟକ ମୁଆବଜା ଓଡ଼ିଆ ଅନୁବାଦ ହେଲା ନାଟକ କ୍ଷତିପୂରଣ । ଯାହାକୁ ଯୁବ କବି ଭାରତ ମାଝି ଅନୁବାଦ କରିବା ସହ ନିର୍ଦ୍ଦେଶନା ଦେଇଥିଲେ ଦେବଦତ୍ତ ପତି। ଏହି ନାଟକର ବ୍ୟଙ୍ଗାତ୍ମକ ଭାବଧାର ଓ କିଛି କିଛି ସଙ୍ଗୀତ ମିଶ୍ରଣ ବେଶ ରୋଚକ ଥିଲା। ଯାହା ଉପସ୍ଥିତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସହାୟକ ହୋଇଥିଲା ।

ଭୁବନେଶ୍ୱରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.