ETV Bharat / city

ଅଗଷ୍ଟ ତୃତୀୟ ସପ୍ତାହରେ ବିଧାନସଭା ଅଧିବେଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନରସିଂହଙ୍କ ଚିଠି - ନରସିଂହ ମିଶ୍ରଙ୍କ ନବୀନଙ୍କୁ ଚିଠି4

assemble session on 3rd weak of august, bhubaneswar latest news, narasingha mishra, narasingha mishra writes letter to naveen, government fails in corona containment, ଅଗଷ୍ଟ ତୃତୀୟ ସପ୍ତାହରେ ବିଧାନସଭା ଅଧିବେଶନ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ନରସିଂହ ମିଶ୍ର, ନରସିଂହ ମିଶ୍ରଙ୍କ ନବୀନଙ୍କୁ ଚିଠି, କୋରୋନା ମୁକାବିଲାରେ ସରକାର ବିଫଳ
ଅଗଷ୍ଟ ତୃତୀୟ ସପ୍ତାହରେ ବିଧାନସଭା ଅଧିବେଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନରସିଂହଙ୍କ ଚିଠି
author img

By

Published : Jul 2, 2020, 7:25 PM IST

Updated : Jul 2, 2020, 8:06 PM IST

19:08 July 02

assemble session on 3rd weak of august, bhubaneswar latest news, narasingha mishra, narasingha mishra writes letter to naveen, government fails in corona containment, ଅଗଷ୍ଟ ତୃତୀୟ ସପ୍ତାହରେ ବିଧାନସଭା ଅଧିବେଶନ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ନରସିଂହ ମିଶ୍ର, ନରସିଂହ ମିଶ୍ରଙ୍କ ନବୀନଙ୍କୁ ଚିଠି, କୋରୋନା ମୁକାବିଲାରେ ସରକାର ବିଫଳ
ଅଗଷ୍ଟ ତୃତୀୟ ସପ୍ତାହରେ ବିଧାନସଭା ଅଧିବେଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନରସିଂହଙ୍କ ଚିଠି

ଭୁବନେଶ୍ବର: କୋଭିଡ ମୁକାବିଲାରେ ସରକାର ବିଫଳ ହୋଇଛନ୍ତି । ରାଜ୍ୟର ସ୍ୱାର୍ଥ ପାଇଁ ବିଧାନସଭା ଭିତରେ ଓ ବାହାରେ ଆମେ ସମର୍ଥନ ଦେଇ ଆସିଥିଲୁ । ଏପରିକି ଗୃହ ମୁଲତବୀ ପ୍ରସ୍ତାବକୁବି ସମର୍ଥନ କରିଥିଲୁ । ହେଲେ 3 ମାସରେ ପଦକ୍ଷେପ ଯାହା ସରକାର ନେଇଛନ୍ତି ତାହା ଆମକୁ ଦୁଃଖ ଦେଇଛି । ତେଣୁ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ଅଗଷ୍ଟ ତୃତୀୟ ସପ୍ତାହରେ ବିଧାନସଭା ଅଧିବେଶନ ଡାକନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

 ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଚିଠି ଲେଖିଛନ୍ତି । ବେକାରୀ ବଢିଛି, ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶ ଛୁଆଁ ହୋଇଛି। ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି । ଡାକ୍ତର ଭୟରେ ହସ୍ପିଟାଲ ଯାଉ ନାହାଁନ୍ତି । ଏସବୁ ପ୍ରସଙ୍ଗ ଉପରେ ଆଲୋଚନା ହେବାର ଆବଶ୍ୟକତା ରହିଛି ବୋଲି ସେ ଲେଖିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ 

Last Updated : Jul 2, 2020, 8:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.