ETV Bharat / city

ରକ୍ତରଞ୍ଚିତ ହେଲା ରଙ୍ଗମାଟିଆ, ଯୁହକଙ୍କୁ ଗୋଡେଇ ଗୋଡେଇ ହତ୍ୟା - ରକ୍ତରଞ୍ଚିତ ହେଲା ରଙ୍ଗମାଟିଆ

ଜମି ଦଲାଲିକୁ ନେଇ ରକ୍ତରଞ୍ଜିତ ହେଲା ରାଜଧାନୀର ରଙ୍ଗମାଟିଆ । ଯୁବକକୁ ଗୋଡେଇ ଗୋଡେଇ କରାଯାଇଛି ହତ୍ୟା । ମୃତକ ଜଣଙ୍କ ହେଉଛନ୍ତି ଦିପକ ବେହେରା ଓରଫ ଲଣ୍ଡା ।

ରକ୍ତରଞ୍ଚିତ ହେଲା ରଙ୍ଗମାଟିଆ, ଗୋଡେଇ କଲେ ହତ୍ୟା
author img

By

Published : Sep 11, 2019, 12:22 AM IST

ଭୁବନେଶ୍ବର: ଜମି ଦଲାଲିକୁ ନେଇ ରକ୍ତରଞ୍ଜିତ ହେଲା ରାଜଧାନୀର ରଙ୍ଗମାଟିଆ । ଯୁବକକୁ ଗୋଡେଇ ଗୋଡେଇ ହାଣି ହତ୍ୟା । ମୃତକ ଜଣଙ୍କ ହେଉଛନ୍ତି ଦିପକ ବେହେରା ଓରଫ ଲଣ୍ଡା । ଏହି ହତ୍ୟାକାଣ୍ଡ ପରେ ଘଟଣା ସ୍ଥଳରେ ଲାଗି ରହିଛି ଚାପା ଉତ୍ତେଜନା ।

ଦୁଇ ସାହିରେ ଥିବା ଜମି ଦଲାଲଙ୍କ ଗଣ୍ଡଗୋଳ କାରଣରୁ ହୋଇଛି ଏହି ହତ୍ୟାକାଣ୍ଡ । ତେବେ ଘଟଣାର ହତ୍ୟାକାରି ଫେରାର ଥିବା ବେଳେ ପୁର୍ବ ଶତ୍ରୁତାକୁ ନେଇ ହତ୍ୟା ହୋଇଥିବା ସୂଚନା ମିଳିଛି ।

ତେବେ ମଞ୍ଚେଶ୍ବର ଥାନା ଅଞ୍ଚଳର ରଙ୍ଗମାଟିଆରେ ଚାଲିଛି ଜମି ବେପାର । ଯାହାକୁ ନେଇ ବଢିଛି ଜମି ଦଲାଲଙ୍କ କାରବାର । ଜଣେ ଜମି ଦଲାଲଠୁ ଆଉ ଜଣେ ଜମି ଦଲାଲ କାରବାର ହେବା ନେଇ ପୁର୍ବରୁ ଲାଗି ରହିଥିଲା ବିବାଦ । ଯାହାର ଉଗ୍ରରୁପ ଆଜି(ମଙ୍ଗଳବାର) ଦେଖିବାକୁ ମିଳିଥିଲା ।

ଏହାସହ ଏହି ହତ୍ୟାକାଣ୍ଡ ପଛରେ 5 ରୁ 6 ଜଣଙ୍କ ହାତ ଥିବା ସୂଚନା ମିଳିଛି । ଯାହାକୁ ନେଇ କମିଶନରେଟ ପୋଲିସ ତଦନ୍ତ ଜାରି ରଖିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ରକ୍ତରଂଜିତ ହେଲା ରଙ୍ଗମାଟିଆ,
ଗୋଡେଇ ଗୋଡେଇ ହାଣି ହତ୍ଯାBody:

ଜମି ଦଲାଲିକୁ ନେଇ ରକ୍ତରଂଜିତ ହେଲା ରାଜଧାନିର ରଙ୍ଗମାଟିଆ।ଯୁବକକୁ ଗୋଡେଇ ଗୋଡେଇ ହାଣି କଲେ ହତ୍ଯା।ହତ୍ଯାର ଶିକାର ଯୁବକ ଦିପକ ବେହେରା ଓରଫ ଲଣ୍ଡାର ମୃତ।ଘଟଣା ସ୍ଥଳରେ ଲାଗି ରହିଛି ଚାପା ଉତେଜନା।ତେବେ ଦୁଇ ସାହିର ଥିବା ଜମି ଦଲାଲଙ୍କ ଗଣ୍ଡଗୋଳ ଯୋଗୁ ହୋଇଛି ହତ୍ଯା।ହତ୍ଯାକାରି ଫେରାର ଥିବା ବେଳେ ପୁର୍ବ ଶତୃତାକୁ ନେଇ ହତ୍ଯା କରାସାଇଥିବା ମିଳିଛି ସୁଚନା। ତେବେ ମଂଚେଶ୍ବର ଥାନା ଅଂଚଳର ରଙ୍ଗମାଟିଆରେ ଚାଲିଛି ଜମି ବେପାର।ଯାହାକୁ ନେଇ ବଢିଛି ଜମି ଦଲାଲଙ୍କ କାରବାର। ଜଣେ ଜମି ଦଲାଲଠୁ ଆଉ ଜଣେ ଜମି ଦଲାଲ କାରବାର ହେବା ନେଇ ପୁର୍ବରୁ ଘଚିଥିଲା ବିବାଦ। ଯାହାର ଉଗ୍ରରୁପ ଆଜି ସଂନ୍ଧ୍ଯାରେ ନଯାଇଥିଲା ଲଣ୍ଡାର ଜିବନ।ତେବେ ହତ୍ଯାକାଣ୍ଡ ପଛରେ ୫ରୁ ୬ଜଣଙ୍କ ହାତ ଥିବା ସୁଚନା ମିଳିଛି।ହତ୍ଯାକାରିକୁ ଗିରଫ ପାଇ କମିସନରେଟ ପୋଲିସ ଜୋରଦାର ପ୍ରୟାସ ଜାରି ରଖିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.