ETV Bharat / city

MSME ସରଳୀକରଣ ପରିଷଦର ହେବ ତୁରନ୍ତ ପୁନରୁଦ୍ଧାର

author img

By

Published : Jun 22, 2021, 9:31 AM IST

ଆର୍ଥିକ କାରବାରରେ ଦେଖା ଯାଉଥିବା ଦ୍ଵନ୍ଦକୁ ଦୂର କରିବା ପାଇଁ ଗଠିତ MSME ସରଳୀକରଣ ପରିଷଦର ତୁରନ୍ତ ପୁନରୁଦ୍ଧାର କରିବା ଆବଶ୍ୟକ ରହିଛି ବୋଲି ଡାଇଲ୍ଗସ ଫୋରମ ପକ୍ଷରୁ ଆୟୋଜିତ ଏକ ୱେବିନାରରେ ଆଲୋଚନା କରାଯାଇଛି । ଅଧିକ ପଢନ୍ତୁ...

S
S

ଭୁବନେଶ୍ବର: MSMEର ବକେୟା ରାଶି ତୁରନ୍ତ ପୈଠ ନେଇ ହେଉଛି ଦାବି । ଯୋଗଣକାରୀ ଏବ ଉପଭୋକ୍ତାମାନଙ୍କ ମଧ୍ୟରେ ଥିବା ଆର୍ଥିକ କାରବାରରେ ଦେଖା ଯାଉଥିବା ଦ୍ଵନ୍ଦକୁ ଦୂର କରିବା ପାଇଁ ଗଠିତ MSME ସରଳୀକରଣ ପରିଷଦର ତୁରନ୍ତ ପୁନରୁଦ୍ଧାର କରିବା ଆବଶ୍ୟକ ରହିଛି ବୋଲି ଡାଇଲ୍ଗସ ଫୋରମ ପକ୍ଷରୁ ଆୟୋଜିତ ଏକ ୱେବିନାରରେ ଆଲୋଚନା କରାଯାଇଛି ।

ଏହି ୱେବିନାର ମୁଖ୍ୟତଃ ଚାରି ଗୋଟି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଥିଲା। ଏମଏସଏମଇର ପରିଷଦର ପୁନରୁଦ୍ଧାର ସହ, ବିଶ୍ୱ ବଜାରରେ କ୍ଷେତ୍ରୟ ନୀତି ଆଣିବାକୁ ଦାବି ରଖାଯାଇଛି । ଏହା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ୱେବିନାରରେ ମୁଖ୍ୟ ଅତିଥି ଭାବରେ କେଶବ ଦାସଙ୍କ ସହ ବହୁ ଅର୍ଥନୀତିଜ୍ଞ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ସଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.