ETV Bharat / city

ଲକ୍ଷ୍ମୀସାଗର ପୋଖରୀର ଉନ୍ନତିକରଣ, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଅପରାଜିତା

ଆଜି(ରବିବାର) ଭୁବନେଶ୍ବର ସାଂସଦ ଅପରାଜିତ ଷଡଙ୍ଗୀ ଲକ୍ଷ୍ମୀସାଗର ଅଞ୍ଚଳ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 18, 2021, 4:31 PM IST

ଲକ୍ଷ୍ମୀସାଗର ପୋଖରୀର ଉନ୍ନତିକରଣ, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଅପରାଜିତା
ଲକ୍ଷ୍ମୀସାଗର ପୋଖରୀର ଉନ୍ନତିକରଣ, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଅପରାଜିତା

ଭୁବନେଶ୍ବର: ଆଜି(ରବିବାର) ସାଂସଦ ଅପରାଜିତା ଷଡଙ୍ଗୀ ରାଜଧାନୀରେ ଥିବା ଲକ୍ଷ୍ମୀସାଗର ପୋଖରୀ ଅଞ୍ଚଳ ପରିଦର୍ଶନ କରିଛନ୍ତି । ପରିଦର୍ଶନ କରିବା ପରେ ଉନ୍ନତିକରଣ କାର୍ଯ୍ୟ କୁଆଡେ ଗଲା ବୋଲି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଛନ୍ତି ।

ଲକ୍ଷ୍ମୀସାଗର ପୋଖରୀର ଉନ୍ନତିକରଣ ପାଇଁ ୨୦୧୬ ମସିହା ୨୯ ମାର୍ଚ୍ଚରେ ପ୍ରକଳ୍ପ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟରେ ୬.୬୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ସକାଳେ ଅଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ପୋଖରୀର ଉନ୍ନତିକରଣ କାର୍ଯ୍ୟ କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଲକ୍ଷ୍ମୀସାଗର ପୋଖରୀର ଉନ୍ନତିକରଣ, ଅଞ୍ଚଳ ପରିଦର୍ଶନ କଲେ ସାଂସଦ ଅପରାଜିତା

ଯଦି ଏତେ ଟଙ୍କା ଖର୍ଚ୍ଚ ହୋଇଛି ତାହେଲେ ଏହାର ରେଜଲ୍ଟ କାହିଁ ? ଆଉ ଯଦି ଟଙ୍କା ଖର୍ଚ୍ଚ ହୋଇନାହିଁ ତେବେ ସେ ଟଙ୍କା କିଏ ହଡ଼ପ କଲା ବୋଲି ସେ ପ୍ରଶ୍ନ କରିଛନ୍ତି । ପରିଦର୍ଶନ ସମୟରେ ତାଙ୍କ ସହିତ ଦଳର ଅନ୍ୟ କର୍ମୀମାନେ ମଧ୍ୟ ରହିଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.