ETV Bharat / city

ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ, ଜଣାଇଲେ ଡ୍ରେନେଜ ସମସ୍ୟା - ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଟାର୍ଗେଟରେ ଭୁବନେଶ୍ବରର ଡ୍ରେନେଜ ସମସ୍ୟା

ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଫୋକସରେ ସହରର ଡ୍ରେନେଜ ସମସ୍ୟା। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ସମସ୍ୟା ଜଣାଇଛନ୍ତି ସେ ।

aparajita sarangi meets rajnath singh, mp aparajita sarangi targets bhubaneswar's drainage issue, aparajita sarangi opts to solve drainage issue in bhubaneswar, ରାଜନାଥ ସିଂଙ୍କୁ ଭେଟିଲେ ଅପରାଜିତା ଷଡଙ୍ଗୀ, ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଟାର୍ଗେଟରେ ଭୁବନେଶ୍ବରର ଡ୍ରେନେଜ ସମସ୍ୟା, ଭୁବନେଶ୍ବରର ଡ୍ରେନେଜ ସମସ୍ୟା ସୁଧାରିବେ ଅପରାଜିତା ଷଡଙ୍ଗୀ
ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଟାର୍ଗେଟର ରାଜଧାନୀର ଡ୍ରେନେଜ ସମସ୍ୟା
author img

By

Published : Feb 15, 2020, 12:51 PM IST

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଫୋକସରେ ସହରର ଡ୍ରେନେଜ ସମସ୍ୟା। ବିଶେଷ କରି ଯେଉଁଭଳି ଭାବରେ ବର୍ଷା ଦିନେ ରାଜଧାନୀର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଉଛି, ସେଥିରୁ କିପରି ମୁକୁଳି ହେବ ସେନେଇ ଏକ ମାଷ୍ଟର ପ୍ଲାନ ଯୋଜନାରେ ରହିଛନ୍ତି ଅପରାଜିତା। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ସମସ୍ୟା ଜଣାଇଛନ୍ତି ସେ ।

କିଛି ଦିନ ତଳେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଖସଡ଼ା ପ୍ରସ୍ତୁତ ପାଇଁ ନିବେଦନ କରିଥିଲେ। ଆଉ ଶନିବାର ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ସେ ଆଲୋଚନା ମଧ୍ୟ କରିଛନ୍ତି। ଭୁବନେଶ୍ବର 120 ବାଟାଲିୟନ ମଧ୍ୟରେ ଏକ ଡ୍ରେନ ନିର୍ମାଣ ପାଇଁ ସେ ପ୍ରସ୍ତାବ ରଖିଛନ୍ତି । ଯାହାଦ୍ବାରା ସ୍ଥାନୀୟ ଜଳବନ୍ଦୀ ସମସ୍ୟାର ସମାଧାନ ହେବା ସହ ଜନ ସାଧାରଣଙ୍କୁ ଆଶ୍ଵସ୍ତି ମିଳିବ ବୋଲି ଅପରାଜିତା ଆଶା ରଖିଛନ୍ତି l

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.