ETV Bharat / city

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ

author img

By

Published : Aug 15, 2021, 12:07 PM IST

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ । ଜଗନ୍ନାଥଙ୍କ ବିଜେଡିରେ ମିଶିବା ନେଇ କିଛିଦିନ ଚର୍ଚ୍ଚା ଜୋର ଧରିଥିଲା । ଅଧିକ ପଢନ୍ତୁ...

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ
ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ ଅଧିବେଶନ ପରେ ଏୟାରପୋର୍ଟରୁ ଆସି ଜଗନ୍ନାଥ ପ୍ରଧାନଙ୍କୁ ଭେଟିଲେ ସାଂସଦ ଅପରାଜିତା ।

ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଗତକାଲି(ଶନିବାର) ରାତିରେ ସଂସଦ ଅଧିବେଶନ ପରେ ଏୟାରପୋର୍ଟରୁ ସିଧାସଳଖ ଆସି ମଧ୍ୟ ଭୁବନେଶ୍ୱର କାର୍ଯ୍ୟାଳୟରେ ଜଗନ୍ନାଥ ପ୍ରଧାନଙ୍କୁ ଭେଟି ବିଭିନ୍ନ ରାଜନୈତିକ ବିଷୟ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିବା ଜଣାପଡିଛି l

ଏହି ଅବସରରେ ସଙ୍ଗଠନ ହିଁ ଶକ୍ତି ବୋଲି କହିଛନ୍ତି ସାଂସଦ ଅପରାଜିତା । ତେବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ବିଜେଡିର ଯୋଗ ଦେବା ନେଇ ଚର୍ଚ୍ଚା ହେବା ପରେ ସାଂସଦ ଅପରାଜିତାଙ୍କ ସାକ୍ଷାତ କି ମୋଡ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.