ETV Bharat / city

ମାର୍ଚ୍ଚ 1ରୁ କଡାକଡି ହେବ ମୋଟରଯାନ ଆଇନ - Motor Vehicles

ମାର୍ଚ୍ଚ 1 ତାରିଖରୁ ଜୋରଦାର୍ ହେବ ଚଢାଉ। ନୂଆ ମୋଟରଯାନ ଆଇନ ଅନୁଯାୟୀ ଜୋରିମାନା ଆଦାୟକୁ କଡାକଡି କରାଯିବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଅଧିକ ପଢନ୍ତୁ...

ମାର୍ଚ୍ଚ 1ରୁ କଡାକଡି ହେବ ମୋଟରଯାନ ଆଇନ
ମାର୍ଚ୍ଚ 1ରୁ କଡାକଡି ହେବ ମୋଟରଯାନ ଆଇନ
author img

By

Published : Feb 27, 2020, 2:20 PM IST

ଭୁବନେଶ୍ବର: ଛଅ ମାସର କଣ୍ଟ ପୁରିଲା । ମାର୍ଚ୍ଚ 1 ତାରିଖରୁ ଜୋରଦାର୍ ହେବ ଚଢାଉ। ନୂଆ ମୋଟର ଯାନ ଆଇନ ଅନୁଯାୟୀ ଜୋରିମାନା ଆଦାୟକୁ କଡାକଡି କରାଯିବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ତେବେ ଯେହେତୁ ଲୋକଙ୍କୁ କାଗଜପତ୍ର କରିବା ଲାଗି ଯଥେଷ୍ଟ ସମୟ ଦିଆଯାଇଛି । ରାଜ୍ୟରେ ସଡକ ଦୁର୍ଘଟଣା ପଚାଶ ପ୍ରତିଶତକୁ କମାଇବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ସଡକ ପରିବହନ ମନ୍ତ୍ରୀ ।

ପ୍ରାୟ ଲୋକ କାଗଜପତ୍ର ଠିକ୍ କରି ସାରିଲେଣି । ଆଉ ଆରଟିଓ ଅଫିସରେ ସେଭଳି ଭିଡ ହେଉ ନାହିଁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.