ETV Bharat / city

ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ - morning school started from today

ଆଜିଠାରୁ ଆରମ୍ଭ ହେଲା ସକାଳୁଆ ସ୍କୁଲ । ପ୍ରଚଣ୍ଡ ଖରା ଯୋଗୁଁ ସ୍କୁଲରେ ପର୍ଯ୍ୟାପ୍ତ ପିଇବା ପାଣି, ORS ମହଜୁଦ ରଖିବାକୁ ନିର୍ଦେଶ ଦିଆଯାଇଛି । ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସକାଳ 7 ରୁ 9 ଟା ପର୍ଯ୍ୟନ୍ତ ପାଠ ପଢିବେ। ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲାମାନେ 9 ରୁ 1ଟା ପର୍ଯ୍ୟନ୍ତ ପାଠ ପଢିବେ।

ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ
ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ
author img

By

Published : Mar 1, 2021, 9:55 AM IST

ଭୁବନେଶ୍ବର:ଆଜିଠାରୁ ଆରମ୍ଭ ହେଲା ସକାଳୁଆ ସ୍କୁଲ । ପ୍ରଚଣ୍ଡ ଖରା ଯୋଗୁଁ ସ୍କୁଲରେ ପର୍ଯ୍ୟାପ୍ତ ପିଇବା ପାଣି, ORS ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖରା ଅଧିକ ହେତୁ ସକାଳୁଆ ସ୍କୁଲ କରାଇଛନ୍ତି ରାଜ୍ୟ ସରକାର।

ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ

ଏହି କ୍ଳାସ ସକାଳ 7 ରୁ ଆରମ୍ଭ ହୋଇ ଗୋଟାଏ ବେଳେ ସରିବ । ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସକାଳ 7 ରୁ 9 ଟା ପର୍ଯ୍ୟନ୍ତ ପାଠ ପଢିବେ। ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲାମାନେ 9 ରୁ 1ଟା ପର୍ଯ୍ୟନ୍ତ ପାଠ ପଢିବେ । ପ୍ରଚଣ୍ଡ ଖରା ହେତୁ ସ୍କୁଲରେ ପାନୀୟ ଜଳର ବ୍ୟବସ୍ଥା କରାଇବାକୁ ନିର୍ଦେଶ ରହିଛି । ଏବଂ ପିଲାମାନେ ପାଣି ବୋତଲ, ସ୍କୁଲ ଆଣିବାକୁ ନିର୍ଦେଶ ଦିଆଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.