ETV Bharat / city

ରାଜ୍ୟରେ 10 ହଜାରରୁ ଅଧିକ ଆକ୍ଟିଭ୍ କେସ: ICUରେ 667, ଭେଣ୍ଟିଲେଟରରେ 143 ରୋଗୀ

author img

By

Published : Aug 16, 2021, 4:39 PM IST

ରାଜ୍ୟରେ 10 ହଜାରରୁ ଅଧିକ କୋଭିଡ ରୋଗୀ ଚିକିତ୍ସା ହେଉଛନ୍ତି । ଏବେବି ଆଇସିୟୁରେ 667 ଜଣ ରୋଗୀ ଅଛନ୍ତି। ଅଧିକ ପଢନ୍ତୁ...

ରାଜ୍ୟରେ 10 ହଜାରରୁ ଅଧିକ କୋଭିଡ ରୋଗୀ ଚିକିତ୍ସିତ

ଭୁବନେଶ୍ବର: ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ଆତଙ୍କିତ କରିବାରେ ଲାଗିଛି । ସଂକ୍ରମଣ କମୁଛି ହେଲେ ଆଇସିୟୁ ଓ ଭେଣ୍ଟିଲେଟରରେ ରୋଗୀଙ୍କ ସଂଖ୍ୟା କାମୁନାହିଁ । ଆଜି(ସୋମବାର) ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ ରାଜ୍ୟରେ ଭେଣ୍ଟିଲେଟରରେ 143 ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଆଇସିୟୁରେ 667 ଜଣ କୋଭିଡ ରୋଗୀ ଚିକିତ୍ସିତ ହେଉଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 10 ହଜାର 428 ଜଣ କୋଭିଡ ରୋଗୀ ଚିକିତ୍ସା ହେଉଛନ୍ତି । 7864 ଟି ଜେନେରାଲ ବେଡ୍ ରହିଥିବା ବେଳେ 473 ଜଣ ରୋଗୀ ରହିଛନ୍ତି । 3148ଟି ଆଇସିୟୁ ବେଡ଼ରେ 667 ଜଣ ରୋଗୀ ରହିଛନ୍ତି । 849ଟି ଭେଣ୍ଟିଲେଟରରେ 143 ଜଣ ରୋଗୀ ରହିଛନ୍ତି । 57ଟି ଟିଏମସିରେ 21 ଜଣ ରୋଗୀ ରହିଛନ୍ତି । 29 ଟି ପ୍ରାଇଭେଟ ଆଇସୋଲେସନରେ 65 ଜଣ ରୋଗୀ ରହିଛନ୍ତି । ତେବେ ହୋମ ଆଇସଲେସନରେ 8754 ଜଣ କୋଭିଡ ରୋଗୀ ରହିଛନ୍ତି । ରାଜ୍ୟରେ ମୋଟ ଆକ୍ଟିଭ୍ କେସ ରହିଛି 10 ହଜାର 428 ଜଣ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.