ETV Bharat / city

ରାଜ୍ୟରେ ସୁସ୍ଥ ହେଲେ ଆଉ 123, ମୋଟ ସଂଖ୍ୟା 1604

author img

By

Published : Jun 5, 2020, 6:03 PM IST

ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ 123 ଜଣ କୋରୋନା ଆକ୍ରାନ୍ତ । ଏଥିସହ ମୋଟ 1604 ଜଣ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ..

More 123 COVID-19 patients recover in odisha
ରାଜ୍ୟରେ ସୁସ୍ଥ ହେଲେ ଆଉ 123 କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଶ୍ୱସ୍ତିକର ଖବର । ରାଜ୍ୟରେ ସୁସ୍ଥ ହେଲେ ଆହୁରି 123 କୋରୋନା ଆକ୍ରାନ୍ତ । ଏହାସହ ମୋଟ ସୁସ୍ଥ ସଂଖ୍ୟା 1604ରେ ପହଞ୍ଚିଛି ।

ରାଜ୍ୟରେ କୋରୋନା ମହାମାରୀ କାୟା ବିସ୍ତାର କରିଚାଲିଛି । ପ୍ରତିଦିନ ରାଜ୍ୟରେ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଉଛି । ତେବେ ଆକ୍ରାନ୍ତ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଶୁକ୍ରବାର 123 ଜଣ ସୁସ୍ଥ ହୋଇଛନ୍ତି।

ଏଥିମଧ୍ୟରେ ଗଞ୍ଜାମରେ 35, କଟକର 22, ନୂଆପଡାର 14, ବଲାଙ୍ଗୀର 14, ଖୋର୍ଦ୍ଧାର 10, କନ୍ଧମାଳରେ 7, କୋରାପୁଟ 5 ଓ କେନ୍ଦ୍ରପଡାର 4 , ବାଲେଶ୍ୱର, ଢେଙ୍କାନାଳ ଓ ନୟାଗଡର 3 , ଅନୁଗୁଳ, ମୟୁରଭଞ୍ଜ ଓ ସୁନ୍ଦରଗଡର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.