ETV Bharat / city

ଓଡିଶାରୁ ବିଦାୟ ନେଲା ମୌସୁମୀ - latest news from monsoon

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୂରା ଓଡିଶାରୁ ବିଦାୟ ନେଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅଧିକ ଖବର ପଢନ୍ତୁ...

ଓଡିଶାରୁ ବିଦାୟ ନେଲା ମୌସୁମୀ
author img

By

Published : Oct 15, 2019, 5:48 PM IST

ଭୁବନେଶ୍ବର: ଓଡିଶାରୁ ବିଦାୟ ନେଲା ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶାରୁ ବିଦାୟ ନେଇଛି । ଜୁନ୍‌ ୨୧ରେ ଓଡ଼ିଶା ଛୁଇଁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର ଠାରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଥିଲା।

ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିଲା। ହେଲେ ଆଜି ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଏହାର ପ୍ରଭାବ କିଛି ସ୍ଥାନରେ ପୁନଃର୍ବାର ଦେଖା ଦେଇପାରେ। ଦକ୍ଷିଣ ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ମେଘୁଆ ପାଗ ଲାଗିରହିବ। ସ୍ଥାନେ ସ୍ଥାନ‌େ ହାଲକା ବର୍ଷା ହୋଇପାରେ। ଫଳରେ ତାପମାତ୍ରା ସାମାନ୍ୟ କମିବା ସହ କେତେକ ସ୍ଥାନରେ ରାତିର ତାପମାତ୍ରା ହ୍ରାସ ପାଇବ। ୨୧ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଓଡିଶା ଛାଡିଲା ମୌସୁମୀ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୂରାଓଡିଶାରୁ ବିଦାୟ ନେଇଛି। ଜୁନ୍‌ ୨୧ରେ ଓଡ଼ିଶା ଛୁଇଁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତକାଲିଠାରୁ ପ୍ରତ୍ୟାବର୍ତନ ଆରମ୍ଭ କରିଥିଲା। ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତନ କରିଥିଲା। ହେଲେ ଆଜି ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଏହାର ପ୍ରଭାବ କିଛି ସ୍ଥାନରେ ଫେଖ ଦେଇପାରେ। ଦକ୍ଷିଣ ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ମେଘୁଆ ପାଗ ଲାଗିରହିବ। ସ୍ଥାନେ ସ୍ଥାନ‌େ ହାଲକା ବର୍ଷା ହୋଇପାରେ। ଫଳରେ ତାପମାତ୍ରା ସାମାନ୍ୟ କମିବା ସହ କେତେକ ସ୍ଥାନରେ ରାତିର ତାପମାତ୍ରା ହ୍ରାସ ପାଇବ। ୨୧ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତନ ଆସିବ।Body:କConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.