ETV Bharat / city

ଓଡ଼ିଶା ଛୁଇଁଲା ମୌସୁମୀ, ଦୁଇ ଦିନ ପରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ପାଣିପାଗ ବିଭାଗ ଆକଳନ କରିଥିଲା ଯେ ରଜ ପରେ ଓଡ଼ିଶାରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ଏବେ ଆଗାମୀ ଦୁଇ ଦିନ ଭିତରେ ଓଡ଼ିଶାକୁ ମୌସୁମୀ ଛୁଇଁବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

author img

By

Published : Jun 18, 2019, 3:18 PM IST

Updated : Jun 18, 2019, 3:43 PM IST

ଫାଇଲ ଫଟୋ

ଭୁବନେଶ୍ବର: ଆଗାମୀ ଦୁଇ ଦିନ ଭିତରେ ଓଡ଼ିଶାକୁ ମୌସୁମୀ ଛୁଇଁବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ମୌସୁମୀ ଜନିତ ବର୍ଷା ଲାଗି ରହିଛି । ପୂର୍ବରୁ ପାଣିପାଗ ବିଭାଗ ଆକଳନ କରିଥିଲା ଯେ ରଜ ପରେ ଓଡ଼ିଶାରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦେଶକ ଡ. ଏଚ୍‌ଆର ବିଶ୍ବାସଙ୍କ ସୂଚନା ମୁତାବକ ଆଗାମୀ ଦୁଇ ଦିନ ଭିତରେ ରାଜ୍ୟ ମାଲକାନଗିରି, କନ୍ଧମାଳ, ଗଞ୍ଜାମ, ଗଜପତି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସୂଚନା ମିଳିଛି । ଏହାଛଡା ଆସନ୍ତା24 ଘଣ୍ଟା ଭିତରେ ରାଜ୍ୟର ପାଇକମାଲରେ ସର୍ବାଧିକ 40 ମିଲିମିଟର ବର୍ଷା ସହ ପଦ୍ମପୁରରେ 38.6 ମିଲିମିଟର, ଉମରକୋଟରେ 33.4ମିଲିମିଟର, ବର୍ଷା ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାଏ, ଇଟିଭି ଭାରତ

Intro:ଆଗାମୀ 2 ଦିନ ପରେ ରାଜ୍ୟ ରେ ପ୍ରବଳ ବର୍ଷା

Body:ଆଗାମୀ ଦୁଇ ଦିନ ଭିତରେ ଓଡ଼ିଶା କୁ ମୌସୁମୀ ଛୁଇଁବା ସହ ରାଜ୍ୟ ର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଅନ୍ୟ ପଟେ ବର୍ତ୍ତମାନ ଶୁଦ୍ଧା ଦକ୍ଷିଣ ଓଡ଼ିଶା ସହ ଉତ୍ତର ଓଡ଼ିଶାରେ ବର୍ଷା ହେଉଥିବାର ଜଣାପଡ଼ିଛି। ଆଗାମୀ ଦୁଇ ଦିନ ଭିତରେ ରାଜ୍ୟ ମାଲକାନଗିରି, କନ୍ଧମାଳ, ଗଂଜାମ, ଗଜପତି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସୂଚନା ମିଳିଛି। ଗତ 24 ଘଂଟା ଭିତରେ ରାଜ୍ୟ ର ପାଇକମାଲ ରେ ସର୍ବାଧିକ 40 ମିଲିମିଟର ବର୍ଷା ସହ ପଦମପୁର ରେ 38.6 ମିଲିମିଟର, ଉମରକେଟରେ 33.4ମିଲିମିଟର, ବର୍ଷା ରେକର୍ଡ କରିଛି ଅଂଞ୍ଚଳିକ ପାଣିପାଗ ବିଭାଗ।

Conclusion:
Last Updated : Jun 18, 2019, 3:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.