ETV Bharat / city

Panchayat Result: ଅର୍ଥ ଅଭାବ କଂଗ୍ରେସ ପରାଜୟର ଆଉ ଏକ କାରଣ କହିଲେ କଂଗ୍ରେସ ନେତା - କଂଗ୍ରେସ ପରାଜୟର କାରଣ ଅର୍ଥ ଅଭାବ

ନିର୍ବାଚନ ଲଢିବା ପାଇଁ ରାଜ୍ୟ କଂଗ୍ରେସକୁ ଅର୍ଥର ରହିଛି ଅଭାବ । ଯାହାକୁ ଆଜି ସ୍ବୀକାର କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବି ବିଶ୍ବାଳ । ଅଧିକ ପଢନ୍ତୁ

ଅର୍ଥ ଅଭାବ କଂଗ୍ରେସ ପରାଜୟର ଆଉ ଏକ କାରଣ କହିଲେ କଂଗ୍ରେସ ନେତା

author img

By

Published : Mar 2, 2022, 9:55 PM IST

ଭୁବନେଶ୍ବର: ନିର୍ବାଚନ ଲଢିବା ପାଇଁ ରାଜ୍ୟ କଂଗ୍ରେସକୁ ଅର୍ଥର ରହିଛି ଅଭାବ । ଯାହାକୁ ଆଜି ସ୍ବୀକାର କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବି ବିଶ୍ବାଳ ।

ଆଉ ଏହି ଚିରଞ୍ଜୀବିଙ୍କ ଏହି ମନ୍ତବ୍ୟକୁ ସମର୍ଥନ କରିଛନ୍ତି ଦଳୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ କଂଗ୍ରେସ ମିଡିଆ ସେଲ ମୁଖ୍ୟ ଗଣେଶ୍ବର ବେହେରା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ନେଇ ଏଭଳି କହିଛନ୍ତି ବରିଷ୍ଠ ନେତା ତଥା ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବି ବିଶ୍ବାଳ। ଏହାସହ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ପରାଜୟ ପଛର ବଡ କାରଣ ହେଉଛି ଅର୍ଥ ଅଭାବ। ଯାହାର ପ୍ରଭାବ ପୌର ନିର୍ବାଚନରେ ମଧ୍ୟ ପଡିବ ବୋଲି କହିଛନ୍ତି ଏହି ଦୁଇ ନେତା ।

ଅର୍ଥ ଅଭାବ କଂଗ୍ରେସ ପରାଜୟର ଆଉ ଏକ କାରଣ କହିଲେ କଂଗ୍ରେସ ନେତା

ଗଣେଶ୍ବର କହିଛନ୍ତି କଂଗ୍ରେସ ଘର ସଜାଡି ନ ପାରିବା ଏବଂ ସମ୍ବଳ ମଧ୍ୟ ଯୋଗାଡ ନ କରି ପାରିବା ମଧ୍ୟ ମୁଖ୍ୟ କାରଣ ବୋଲି କହିଛନ୍ତି ଗଣେଶ୍ଵର ବେହେରା । ଏହା ସହ ଭୋଟର ମଧ୍ୟ ପ୍ରସଙ୍ଗ ନୁହେଁ ଆବେଗ ଦେଖି ଭୋଟ ଦେଲେ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.