ETV Bharat / city

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ହାଇଜାକ ମକଡ୍ରିଲ - ଭୁବନେଶ୍ବର ଖବର

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆରମ୍ଭ ହୋଇଛି ଆଣ୍ଟି ଏୟାରକ୍ରାଫ୍ଟ ହାଇଜାକ ମକଡ୍ରିଲ । ତେବେ ଏରୋଡ୍ରମ କମିଟିର ମୁଖ୍ୟ ରାଜ୍ୟ ଗୃହ ସଚିବଙ୍କ ତତ୍ତ୍ବାବଧାନରେ ଏୟାରପୋର୍ଟ ଡାଇରେକ୍ଟରଙ୍କ ଜରିଆରେ କୋର୍ଡିନେସନ କରାଯାଇଥିଲା। ଅଧିକ ଖବର ପଢନ୍ତୁ...

ରାଜଧାନୀର ବିମାନବନ୍ଦରରେ ହାଇଜାକ ମକ ଡ୍ରିଲ
author img

By

Published : Nov 1, 2019, 10:55 PM IST

Updated : Nov 1, 2019, 11:23 PM IST

ଭୁବନେଶ୍ବର: ଆତଙ୍କବାଦୀ ଭୟକୁ ଦୃଷ୍ଟିରେ ରଖି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆରମ୍ଭ ହୋଇଛି ଆଣ୍ଟି ଏୟାରକ୍ରାଫ୍ଟ ହାଇଜାକ ମକଡ୍ରିଲ । ଏୟାର ଟ୍ରାଫିକ କଣ୍ଟ୍ରୋଲ, ସିଆଇଏସଏଫ, ଏସଓଜି, ସିଟିଏସ ମିଳିତ ଉଦ୍ୟମରେ ଏହି ମକ ଡ୍ରିଲର ଆୟୋଜନ କରାଯାଇଛି।

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ହାଇଜାକ ମକଡ୍ରିଲ

ଯଦି ବିମାନଟି ବିମାନ ବନ୍ଦରରେ ଅବତରଣ କରେ ବା ଫୁଏଲ ରିଫିଲିଂ କରିବା ପାଇଁ ଅବତରଣ କରେ, ତେବେ ସେ ସମୟରେ କିଭଳି ବିମାନକୁ ଅଟକାଇ ରଖି ବିମାନରେ ଥିବା ସନ୍ଦିଗ୍ଧକୁ ସାମ୍ନା କରାଯାଇପାରିବ। ଏହାସହ କାଉଣ୍ଟର ଆଟାକ ହୋଇପାରିବ ସେନେଇ ମକ ଡ୍ରିଲ କରାଯାଇଥିଲା।

ତେବେ ଏରୋଡ୍ରମ କମିଟିର ମୁଖ୍ୟ ରାଜ୍ୟ ଗୃହ ସଚିବଙ୍କ ତତ୍ତ୍ବାବଧାନରେ ଏୟାରପୋର୍ଟ ଡାଇରେକ୍ଟରଙ୍କ ଜରିଆରେ କୋର୍ଡିନେସନ କରାଯାଇଥିଲା। ମକଡ୍ରିଲ ସମୟରେ ଏଟିସିର ଜଏଣ୍ଟ ଡାଇରେକ୍ଟର,ଚାରିବାଟିଆ ଏୟାରଫୋର୍ସ ଅଧିକାରୀ, ପୋଲିସ କମିସନର, ଏସଓଜି, ଓଡିଶା ପୋଲିସର କାଉଣ୍ଟର ଟେରୋରିଷ୍ଟ ସ୍କ୍ବାଡ ସହ ସିଆଇଏସଏଫର କୁଇକ ରେସପ୍ନସ ଟିମ ମାଧ୍ୟମରେ ଅପରେସନ କରାଯାଇଥିଲା। ତେବେ ପ୍ରତିବର୍ଷ ଏପରି ମକଡ୍ରିଲର ଆୟୋଜନ କରାଯାଇଥାଏ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

ଆତଙ୍କବାଦି ଭୟକୁ ଦୃଷ୍ଟିରେ ରଖି ମକ ଡ୍ରିଲ।ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ହୋଇଛି ଆଣ୍ଟି ଏୟାରକ୍ରାଫ୍ଟ ହାଇଜାକ ମକଡ୍ରିଲ।ଏୟାର ଟ୍ରାଫିକ କଣ୍ଟ୍ରୋଲ,ସିଆଇଏସଏଫ,ଏସଓଜି,ସିଟିଏସ ମିଳିତ ଉଦ୍ଯମରେ ହୋଇଛି ମକ ଡ୍ରିଲ। କିଭଳି ବିମାନ ହାଇଜାକ ହେଲେ ।ଯଦି ବିମାନଟି ବିମାନବନ୍ଦରରେ ଅବତରଣ କରେ ବା ଫୁଏଲ ରିଫଲିଂ କରିବା ପାଇଁ ଅବତରଣ କରେ ତେବେ ସେ ସମୟରେ କିଭଳି ବିମାନକୁ ଅଟକାଇ ରଖି ବିମାନରେ ଥିବା ସଂଦିଗ୍ଧକୁ ସାମ୍ନା କରାଯାଇପାରିବ।କାଉଣ୍ଟର ଆଟାକ ହୋଇପାରିବ ସେନେଇ ମକ ଡ୍ରିଲ କରାଯାଇଥିଲା।ତେବେ ଏରୋଡ୍ରମ କମିଟିର ମୁଖ୍ଯ ରାଜ୍ଯ ଗୃହ ସଚିବଂଙ୍କ ତତ୍ବାବଧାନରେ ଏୟାରପୋର୍ଟ ଡାଇରେକ୍ଟରଙ୍କ ଜରିଆରେ କୋର୍ଡିନେସନ କାଯାଇ ମକଡ୍ରିଲ ସମୟରେ ଏଟିସିର ଜଏଣ୍ଟ ଡାଇରେକ୍ଟର,ଚାରିବାଟିଆ ଏୟାରଫୋର୍ସ ଅଧିକାରି,ପୋଲିସ କମିସନର,ଏସଓଜି,ଓଡିଶା ପୋଲିସର
କାଉଣ୍ଟର ଟେରୋରିଷ୍ଟ ସ୍କାଡ ସହ ସିଆଇଏସଏଫର କୁଇକ ରେସପ୍ନସ ଟିମ ମାଧ୍ଯମରେ ଅପରେସନ କରାଯାଇଥିଲା।ତେବେ ବର୍ଷକୁ ଏଭଳି ମକଡ୍ରିଲ ଥରେ କରାଯାଇଥାଏ।Conclusion:
Last Updated : Nov 1, 2019, 11:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.