ETV Bharat / city

ପିପିଲିକୁ ଗଡିଲା ‘ମୋ ବସ୍‌’ - mo bus

ଅପେକ୍ଷାର ଘଟିଲା ଅନ୍ତ । ପିପିଲିକୁ ଗଡିଲା ‘ମୋ ବସ୍’‌ । ମାଷ୍ଟରକ୍ୟାଣ୍ଟିନର ‘ମୋ ବସ’ ଡିପୋରୁ 33 ନମ୍ବର ରୁଟ୍‌ରେ ଗୁରୁବାର ବସ୍‌ ଗଡିଛି ।

ପିପିଲିକୁ ଗଡିଲା ‘ମୋ ବସ୍‌’
ପିପିଲିକୁ ଗଡିଲା ‘ମୋ ବସ୍‌’
author img

By

Published : Jun 25, 2020, 9:23 AM IST

Updated : Jun 25, 2020, 10:26 AM IST

ଭୁବନେଶ୍ବର: ଅପେକ୍ଷାର ଘଟିଲା ଅନ୍ତ । ପିପିଲିକୁ ଗଡିଲା ‘ମୋ ବସ୍’‌ । ମାଷ୍ଟରକ୍ୟାଣ୍ଟିନର ‘ମୋ ବସ’ ଡିପୋରୁ 33 ନମ୍ବର ରୁଟ୍‌ରେ ଗୁରୁବାର ବସ୍‌ ଗଡିଛି । ସକାଳ 7ଟା 15ରେ ପିପିଲି ଅଭିମୁଖେ ପ୍ରଥମ ‘ମୋ ବସ’ ଯାଇଛି । ପ୍ରଥମେ ବସ୍‌ କର୍ମଚାରୀ ନଡିଆ ବାଡେଇ ପୂଜା କରିବା ପରେ ଅଳ୍ପ ସଂଖ୍ୟକ ଯାତ୍ରୀଙ୍କୁ ନେଇ ‘ମୋ ବସ୍‌’ ଯାତ୍ରା ଆରମ୍ଭ କରିଛି । ସେହିପରି ପିପିଲିରେ 8.10ରେ ପହଞ୍ଚି ସେଠାରୁ 8.30ରେ ଭୁବନେଶ୍ବର ଅଭିମୁଖେ ବାହାରିବ ବୋଲି ଜଣାପଡିଛି ।

ପିପିଲିକୁ ଗଡିଲା ‘ମୋ ବସ୍‌’

ତେବେ ଆଜି 4ଟି ମୋ ବସ 33 ନମ୍ବର ରୁଟ୍‌ରେ ଗଡିବ । ଆଗାମୀ ଦିନରେ ଆବଶ୍ୟକତାକୁ ଲକ୍ଷ୍ୟ କରି ଅଧିକ ବସ୍‌ ଚାଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jun 25, 2020, 10:26 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.