ଭୁବନେଶ୍ବର: ଶିବଭକ୍ତଙ୍କ ପାଇଁ ସ୍ବତନ୍ତ୍ର ସୁବିଧା । ରାଜଧାନୀରେ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଚାଲିବ 'ମୋ ବସ ସେବା' । ଏ ନେଇ ରାଜଧାନୀ ଆଞ୍ଚଳିକ ପରିବହନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
-
ଶିବଭକ୍ତମାନଙ୍କ ସୁବିଧା ପାଇଁ ରୁଟ ନଂ ୩୨ ବସ ସେବା ମଧ୍ୟ ରାତ୍ରି ଯାଏଁ I
— Capital Region Urban Transport (@CRUT_BBSR) March 10, 2021 " class="align-text-top noRightClick twitterSection" data="
Travel in comfort of #MoBus🚌 to the abode of Lord Lingaraj on the auspicious occasion of #MahaShivaratri.
Service will be available on Route 32 till midnight tomorrow.@MOBBY_MoBus @arunbothra#MoBusforBetterYou pic.twitter.com/Ydr7mXp5As
">ଶିବଭକ୍ତମାନଙ୍କ ସୁବିଧା ପାଇଁ ରୁଟ ନଂ ୩୨ ବସ ସେବା ମଧ୍ୟ ରାତ୍ରି ଯାଏଁ I
— Capital Region Urban Transport (@CRUT_BBSR) March 10, 2021
Travel in comfort of #MoBus🚌 to the abode of Lord Lingaraj on the auspicious occasion of #MahaShivaratri.
Service will be available on Route 32 till midnight tomorrow.@MOBBY_MoBus @arunbothra#MoBusforBetterYou pic.twitter.com/Ydr7mXp5Asଶିବଭକ୍ତମାନଙ୍କ ସୁବିଧା ପାଇଁ ରୁଟ ନଂ ୩୨ ବସ ସେବା ମଧ୍ୟ ରାତ୍ରି ଯାଏଁ I
— Capital Region Urban Transport (@CRUT_BBSR) March 10, 2021
Travel in comfort of #MoBus🚌 to the abode of Lord Lingaraj on the auspicious occasion of #MahaShivaratri.
Service will be available on Route 32 till midnight tomorrow.@MOBBY_MoBus @arunbothra#MoBusforBetterYou pic.twitter.com/Ydr7mXp5As
ପବିତ୍ର ମହାଶିବରାତ୍ରୀରେ ଭକ୍ତଙ୍କ ସୁବିଧା ପାଇଁ ରାଜଧାନୀରେ ମୋ ବସ ସେବାକୁ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଗୁରବାର ଅର୍ଥାତ ମହାଶିବରାତ୍ରୀରେ 'ମୋ ବସ ସେବା'କୁ ରାତ୍ର 11ଟା ପର୍ଯ୍ୟନ୍ତ ଚଳାଚଳ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ମୋ ସେବା ମାଧ୍ୟମରେ ଭକ୍ତଙ୍କୁ ଯେ ଭଳି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ବ୍ୟବସ୍ଥା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ