ETV Bharat / city

5 ଘଣ୍ଟା ଧରି ବନ୍ଦ ରହିଲା ‘ମୋ ବସ’ ସେବା - 5 ଘଣ୍ଟା ଧିର ବନ୍ଦ ରହିଲା ‘ମୋ ବସ’ ସେବା

ମାଷ୍ଟର କ୍ୟାଣ୍ଟିନରେ ଥିବା ‘ମୋ ବସ’ ଷ୍ଟାଣ୍ଡରେ ପାର୍କିଙ୍ଗକୁ ନେଇ ଘରୋଇ ଓ ମୋ ବସ କର୍ମଚାରୀମାନଙ୍କ ମଧ୍ୟରେ ଘଟିଛି ବଡ ଧରଣର ଅପ୍ରୀତିକର ପରିସ୍ଥିତି । ଏନେଇ ଦୀର୍ଘ 5 ଘଣ୍ଟା ଧରି ମୋ ବସ ସେବାକୁ ବସ କର୍ମଚାରୀମାନେ ବନ୍ଦ କରିଥିଲେ ।

mo bus serivce suspend for 5 hours
5 ଘଣ୍ଟା ଧିର ବନ୍ଦ ରହିଲା ‘ମୋ ବସ’ ସେବା
author img

By

Published : Dec 26, 2019, 7:09 PM IST

ଭୁବନେଶ୍ବର: 5 ଘଣ୍ଟା ବନ୍ଦ ରହିଲା ‘ମୋ ବସ’ ସେବା । ମାଷ୍ଟର କ୍ୟାଣ୍ଟିନରେ ଥିବା ମୋ ବସ ଷ୍ଟାଣ୍ଡରେ ପାର୍କିଙ୍ଗକୁ ନେଇ ଘରୋଇ ଓ ମୋ ବସ କର୍ମଚାରୀମାନଙ୍କ ମଧ୍ୟରେ ଘଟିଛି ବଡ ଧରଣର ଅପ୍ରୀତିକର ପରିସ୍ଥିତି । ଏନେଇ ଦୀର୍ଘ 5 ଘଣ୍ଟା ଧରି ମୋ ବସର ସେବାକୁ କର୍ମଚାରୀମାନେ ବନ୍ଦ କରିଥିଲେ ।

5 ଘଣ୍ଟା ଧିର ବନ୍ଦ ରହିଲା ‘ମୋ ବସ’ ସେବା

ଘଟଣା ଘଟିବା ପରେ ଘରୋଇ ଓ ମୋ ବସ ଅଧିକାରୀଙ୍କ ସହ ମଧ୍ୟରେ ଆଲୋଚନା ହୋଇଥିଲା ଫଳରେ ଅପରାହ୍ନ 3 ଟା ସମୟରେ ବସ ଚଳାଚଳ ଆରମ୍ଭ ହୋଇଥିଲା । ସୁଚନାନୁଯାୟୀ, ସକାଳ 9 ଟାରେ ମୋ ବସ ଷ୍ଟାଣ୍ଡରେ କିଛି ଘରୋଇ ବସ ପାର୍କିଙ୍ଗ କରିଥିଲେ । ମୋ ବସର କିଛି କର୍ମଚାରୀ ଏହାକୁ ବିରୋଧ କରିଥିଲେ । ଫଳରେ ଉତ୍ୟକ୍ତ ହୋଇ ମୋ ବସର କିଛି ଡ୍ରାଇଭରଙ୍କୁ ମାଡ ମାରିବା ସହିତ ଦୁଃବ୍ୟବହାର କରିଥିଲେ ପ୍ରାଇଭେଟ ବସ୍ କର୍ମଚାରୀ । ଏନେଇ କ୍ୟପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋ ବସର 3 ଜଣଙ୍କୁ ଅଟକ ରଖି କିଛି ସମୟ ପରେ ଛାଡି ଦେଇଥିଲା ।

ଏହି ଘଟଣାକୁ ନେଇ ସମସ୍ତେ ଜିଦରେ ଅଟଳ ରହିଥିଲେ। ଏପରି ବାରମ୍ବାର ଘଟୁଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ଏହାର ଏକ ସ୍ଥାୟୀ ସମାଧାନ କରିବା ସହ ଡ୍ରାଇଭର ଓ ସମସ୍ତ କର୍ମଚାରୀଙ୍କ ସୁରକ୍ଷା ଯୋଗାଇବା ପାଇଁ କହିଛନ୍ତି କର୍ମଚାରୀ । ଏପଟେ କିନ୍ତୁ ଘରୋଇ ବସ ମାଲିକ ସଂଘ ପକ୍ଷରୁ କହିଛନ୍ତି ଯେ ଦୀର୍ଘ 30 ବର୍ଷ ଧରି ଏଠାରେ ଘରୋଇ ବସ ଲୋକଙ୍କୁ ସେବା ଯୋଗାଇ ଆସୁଛି । ତେବ ଏପରି ଘଟଣାକୁ ନିନ୍ଦା କରିଛି ଘରୋଇ ବସ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ପାର୍କିଙ୍ଗ କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । 5 ଘଣ୍ଟା ଧରି ମୋ ବସ ସେବା ବନ୍ଦ ।

ଭୁବନେଶ୍ବର ର ବସ ସେବା ଯୋଗାଇ ଦେବାରେ ମୋ ବସ ପ୍ରମୁଖ ଅଟେ। ମାଷ୍ଟର କାଣ୍ଟିନ ରେ ଥିବା ମୋ ବସ ଷ୍ଟାଣ୍ଡ ରେ ପାର୍କିଙ୍ଗ କୁ ନେଇ ଘରୋଇ ଓ ମୋ ବସ କର୍ମଚାରୀମାନଙ୍କ ମଧ୍ୟରେ ଘଟିଛି ବଡ ଧରଣର ଅପ୍ରୀତିକର ପରିସ୍ଥିତି । ଏନେଇ ଦୀର୍ଘ 5 ଘଣ୍ଟା ଧରି ମୋ ବସ ର ସେବାକୁ ବସ କର୍ମଚାରୀମାନେ ବନ୍ଦ କରିଛନ୍ତି ।

Body:

ସକାଳ ସମୟରେ ବସ ପାର୍କିଙ୍ଗ କୁ ନେଇ ଘଟିଛି ମହାଭାରତ । ସରକାରୀ ଓ ବେସରକାରୀ ବସ ମଧ୍ୟରେ ତୁମୁଳ କାଣ୍ଡ ଘଟିଛି । ଘଟଣା ଘଟିବା ପରେ ଘରୋଇ ଓ ମୋ ବସ ଅଧିକାରୀ ଙ୍କ ସହ ମଧ୍ୟରେ ଆଲୋଚନା ହୋଇଛି । ଯାହା ଫଳରେ ଅପରାହ୍ନ 3 ଟା ସମୟରେ ବସ ଚଳାଚଳ କରିଛି।
ସୁଚନା ଅନୁଯାୟୀ, ସକାଳ 9 ଟା ସମୟ। ମୋ ବସ ଷ୍ଟାଣ୍ଡ ରେ କିଛି ଘରୋଇ ବସ ପାର୍କିଙ୍ଗ କରିଥିଲେ । ମୋ ବସ ର କିଛି କର୍ମଚାରୀ ଏହାକୁ ବିରୋଧ କରିଥିଲେ । ଯାହା ଫଳରେ ଉତ୍ତକ୍ତ ହୋଇ ମୋ ବସ ର କିଛି ଡ୍ରାଇଭର୍ ଙ୍କୁ ମାଡ ମାରିବା ସହିତ ଦୃବ୍ୟବହାର କରିଥିଲେ । ଏନେଇ କ୍ୟପିଟାଲ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୋ ବସ ର 3 ଜଣଙ୍କୁ ଅଟକ ରଖି କିଛି ସମୟ ପରେ ଛାଡି ଦେଇଥିଲା। ଯାହା ଫଳରେ ଏହି ଘଟଣା କୁ ନେଇ ସମସ୍ତେ ଜିଦ ରେ ଅଟଳ ରହିଥିଲେ। ଏପରି ବାରମ୍ବାର ଘଟୁଥିବା ବେଳେ କୃଟ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏହି ଘଟଣା କୁ ନେଇ ମୋ ବସ ର ସମସ୍ତ କର୍ମଚାରୀମାନେ ବସ ଚଳାଚଳ ବନ୍ଦ କରିଦେଇଥିଲେ। ଯାହା ଫଳରେ ଦୀର୍ଘ ସମୟ ଧରି ମୋ ବସ ଷ୍ଟାଣ୍ଡ ରେ ପାର୍କିଙ୍ଗ କରିଥିଲା। ଏହାର ଏକ ସ୍ତାଇ ସମାଧାନ କରିବା ସହ ଡ୍ରାଇଭର୍ ଓ ସମସ୍ତ କର୍ମଚାରୀମାନଙ୍କ ସୁରକ୍ଷା ଯୋଗାଇବା ପାଇଁ କହିଛନ୍ତି କର୍ମଚାରୀ।
ଏପଟେ କିନ୍ତୁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କହିଛନ୍ତି ଯେ ଦୀର୍ଘ 30 ବର୍ଷ ଧରି ଏଠାରେ ଘରୋଇ ବସ ଲୋକଙ୍କ ସେବା ଯୋଗାଇ ଆସୁଛି। ଏପରି ଘଟଣା କୁ ନିନ୍ଦା କରାଯାଇଛି ଘରୋଇ ବସ ।

Byte_ ମୋ ବସ କର୍ମଚାରୀ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.