ETV Bharat / city

ଅକ୍ଷୟ ତୃତୀୟାରେ ଅଖିମୁଠି ବୁଣିଲେ ସୁର - mla sura routray celebrated Akshaya Tritiya

କୋରୋନା ଲକଡାଉନରେ ଅକ୍ଷୟ ତୃତୀୟା ଟିକେ ଫିକା ପଡିଛି । କିନ୍ତୁ ଅକ୍ଷୟ ତୃତୀୟାରେ ଅନୁକୂଳ ପର୍ବ ଅଟକି ନାହିଁ । ଜାମୁକୋଳିରେ ଆଖିମୁଠି ଅନୁକୂଳ କଲେ ଜଟଣୀ ବିଧାୟକ । ନିଜ ଅଞ୍ଚଳର ଚାଷୀଙ୍କ ସହ ପାଳନ କଲେ ଅକ୍ଷୟ ତୃତୀୟା । ହଳ ଧରିଲେ , ନୌତିରେ ଥିବା ଧାନକୁ ବିଲରେ ବୁଣିଲେ ସୁର ରାଉତରାୟ ।

ଅକ୍ଷୟ ତୃତୀୟାରେ ଅଖିମୁଠି ବୁଣିଲେ ସୁର
ଅକ୍ଷୟ ତୃତୀୟାରେ ଅଖିମୁଠି ବୁଣିଲେ ସୁର
author img

By

Published : Apr 26, 2020, 2:52 PM IST

ଭୁବନେଶ୍ବର: କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା । ଚାଷୀଭାଇ ମନରେ ନାହିଁ ନଥିବା ଉତ୍ସାହ । କୋରୋନା ପାଇଁ ଯଦିଓ ଏହା ଟିକେ ଫିକା ପଡିଛି ତେବେ ରାଜନେତା ଚାଷୀଙ୍କ ସହିତ ସାମିଲ ହୋଇ ଏହି ପର୍ବକୁ ପାଳନ କରିଛନ୍ତି ।

ଅକ୍ଷୟ ତୃତୀୟା ରେ ଅଖିମୁଠି ବୁଣିଲେ ସୁର

ଅଖିମୁଠି ସହ ହଳ ବଲଦ ଯୋଚି ବିହନ ଅନୁକୂଳ ହୋଇଛି । କଂଗ୍ରେସ ପକ୍ଷରୁ ଅକ୍ଷୟ ତୃତୀୟା ପାଳନ ହୋଇଛି । ଅଖିମୁଠି ଅନୁକୂଳ କଲେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ।

mla-sura-routray-celebrated-akshaya-tritiya-with-farmer
ହଳ ବୁଲାଇଲେ ସୁର

ଖୋର୍ଦ୍ଧା ଜିଲ୍ଲା ଜାମୁକୋଳିଠାରେ ପାରମ୍ପରିକ ଚାଷ କାର୍ଯ୍ୟ ଶୁଭାରମ୍ଭ କରିଛନ୍ତି । ସାମାଜିକ ଦୂରତା ଅବଲମ୍ବନ କରିବା ସହ ସମସ୍ତେ ମୁଁହରେ ମାସ୍କ ବାନ୍ଧି ହଳ କରିବା ସହ ଧାନ ବୁଣି ଥିଲେ । ସରକାରଙ୍କ ନିର୍ଦ୍ଦେଶନାମାକୁ ମାନି ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି ।

mla-sura-routray-celebrated-akshaya-tritiya-with-farmer
ଅକ୍ଷୟ ତୃତୀୟାରେ ଅଖିମୁଠି ବୁଣିଲେ ସୁର

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.