ETV Bharat / city

‘କୋରୋନା ଗାଇଡଲାଇନକୁ ମାନିବା ଉଚିତ’

author img

By

Published : Oct 6, 2021, 6:13 AM IST

ବିଏମସି କୋରୋନା ଗାଇଡଲାଇନ କୋହଳ କରିବା ପାଇଁ ଦାବି କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା । ଅଧିକ ପଢନ୍ତୁ...

mla ananta narayan jena reaction on covid19 guideline
କୋରୋନା ଗାଇଡଲାଇନକୁ ମାନିବ ଉଚିତ

ଭୁବନେଶ୍ବର: ସରକାରଙ୍କ କୋରୋନା ଗାଇଡଲାଇନକୁ ମାନିବ ଉଚିତ । ଆଜି ବିଏମସିରେ କୋରୋନା ଗାଇଡଲାଇନ କୋହଳ କରିବା ପାଇଁ ଦାବି କରିବା ପରେ କୋଭିଡ ଗାଇଡଲାଇନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ।

କୋରୋନା ଗାଇଡଲାଇନକୁ ମାନିବ ଉଚିତ

ଅନନ୍ତ ନାରାୟଣ ଜେନା କିହଛନ୍ତି ଯେ ସାରା ଦେଶରେ ଓଡିଶା କୋଭିଡ ମୁକାବିଲାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ରାଜ୍ୟ ସରକାର ଜାରୀ କରିଥିବା କୋରୋନା ଗାଇଡଲାଇନ ସମସ୍ତେ ପାଳନ କରିବା ଉଚିତ । ଜୀବନ ବଞ୍ଚାଇବା ପାଇଁ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ମାନିବା ଆବଶ୍ୟକ । ଗତ ଦୁଇବର୍ଷ ହେଲା ଆମେ ସମସ୍ତେ ମାନି ଆସୁଛୁ । ସେହିପରି ପିପିଲି ଉପନିର୍ବାଚନକୁ ନେଇ ପଚରାଯାଇଥିବା ପ୍ରଶ୍ନରେ ସେ କହିଛନ୍ତି ଯେ ନିର୍ବାଚନ ପରିଚାଳନ କେନ୍ଦ୍ର ନିର୍ବାଚନ ଆୟୋଗ କରିଥାଏ । ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ ଅନୁଯାୟୀ ଉପନିର୍ବାଚନ ଅନୁଷ୍ଠତ ହୋଇଛି।

ସୂଚନାଥାଉକି ବିଏମସିରେ କୋଭିଡ ଗାଇଡଲାଇନକୁ ବିରୋଧ କରିଛନ୍ତି ଟେଣ୍ଟ ହାଉସ ମାଲିକ,ଲାଇଟ ଏଣ୍ଡ ସାଉଣ୍ଡ, ବିବାହ, ବ୍ରତ, ଶୁଦ୍ଧିକ୍ରିୟା କାର୍ଯ୍ୟରେ କରୁଥିବା କର୍ମଚାରୀ । କୋରୋନା ଗାଇଡଲାଇନ ଅନୁଯାୟୀ ବିବାହ ବ୍ରତ ଶୁଦ୍ଧିକ୍ରିୟାରେ ୫୦ ଲୋକଙ୍କୁ ସାମିଲ କରିବା ପାଇଁ କୁହାଯାଇଛି। ତେଣୁ ଏହାକୁ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି । ପିପିଲି ଉପନିର୍ବାଚନରେ ଶାସକ ଦଳର ବିଧାୟକ ବିଜୟ ହାସଲ କରିବା ପାରେ ସେମାନେ କୋରୋନା ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଘଂନ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ତେବେ ଏଠାରେ ସାଧାରଣ ଜନତା ଦୈନିକ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ କରୁଥିବା କାର୍ଯ୍ୟକୁ କୋରୋନା କଟକଣା ଯୋଗୁଁ ବନ୍ଦ କରିଦିଆଯାଇଛି ବୋଲି କହିଛନ୍ତି । ତେଣୁ ରାଜ୍ୟ ସରକାର ରାଜ୍ୟରେ କୋରୋନା ଗ୍ରାଫ କମୁଥିବାବେଳେ ସାଧାରଣ ଲୋକଙ୍କୁ ମଧ୍ୟ ଅନୁମତି ଦିଅନ୍ତୁ ବୋଲି ଦାବି କରିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.