ETV Bharat / city

‘ଏଣିକି ମହିଳାଙ୍କୁ ସଶକ୍ତ କରିବ ମିଶନ ଶକ୍ତି ମେଳା’ - ମିଶନ ଶକ୍ତି ମେଳା

ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ମିଶନ ଶକ୍ତି ମେଳା ଉଦଘାଟିତ । ଏଥିରେ ସର୍ବମୋଟ 200ଟି ଷ୍ଟଲରେ 400 ମହିଳା ନିଜର ହାତ ତିଆରି ଜିନିଷ ବିକ୍ରି କରିବେ ।

ମିଶନ ଶକ୍ତି ମେଳା
ଏଣିକି ମହିଳାଙ୍କୁ ଶସକ୍ତ କରିବ ମିଶନ ଶକ୍ତି ମେଳା
author img

By

Published : Dec 5, 2019, 10:10 PM IST

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହୋଇଛି ମିଶନ ଶକ୍ତି ମେଳା । ଏହି ମେଳାରେ କେବଳ ମହିଳା ଏସଏସଜି ଗ୍ରୁପ ନିଜର ଜିନିଷ ପତ୍ର ଲୋକଙ୍କୁ ବିକ୍ରି କରିବା ସହ ପ୍ରଦର୍ଶନ କରିବେ । ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ରାଜ୍ୟରେ ପ୍ରଥମ ଥର କରି ଏହି ମେଳାର ଆୟୋଜନ କରିଛି ।

ଏଣିକି ମହିଳାଙ୍କୁ ଶସକ୍ତ କରିବ ମିଶନ ଶକ୍ତି ମେଳା

ଭୁବନେଶ୍ବର ସ୍ଥିତ ପ୍ରଦର୍ଶନୀ ପଡିଆରେ ମିଶନ ଶକ୍ତି ମେଳା ଗୁରୁବାରଠୁ ଆସନ୍ତା 16 ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଏଥିରେ ସର୍ବମୋଟ 200ଟି ଷ୍ଟଲରେ 400 ମହିଳା ନିଜର ହାତ ତିଆରି ଜିନିଷ ବିକ୍ରି କରିବେ । ମିଶନ ଶକ୍ତି ମେଳାରେ ଯୋଗ ଦେଇ ଓଡିଶାର ବିକାଶରେ ମହିଳାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମନ୍ତ୍ରୀ ଟୁକୁନି ସାହୁ ପ୍ରତିକ୍ରିୟା ଦେଇଛନ୍ତି । ଆଗକୁ ଏହାକୁ କିପରି ଜିଲ୍ଲାସ୍ତରରେ ପହଞ୍ଚାଇ ହେବ ସେଥିପାଇଁ ପ୍ରୟାସ ହେବ ବୋଲି ସାହୁ କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଏଣିକି ମହିଳା ଙ୍କୁ ଶସକ୍ତ କରିବ ମିଶନ ଶକ୍ତି ମେଳା 2019।

ଆମେ ଆଗରୁ ରାଜଧାନୀ ରେ ଅନେକ ମେଳା ଦେଖିଛୁ ଯୋଉଥିରେ ପୁରୁଷ ଙ୍କ ଭିତରେ କିଛି ମହିଳା ଙ୍କୁ ନିଜର ବେପାର କରିବା ପାଇଁ ଷ୍ଟଲ ଦିଆଯାଇ ଥାଏ। ହେଲେ ଆଜି ଠାରୁ ରାଜଧାନୀ ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି ମେଳା ରେ କେବଳ ମହିଳା ଏସ ଏସ ଜି ଗ୍ରୁପ ନିଜର ଜିନିଷ ପତ୍ର ଲୋକଙ୍କୁ ବିକ୍ରି କରିବା ସହ ପ୍ରଦର୍ଶନ କରିବେ। ମିଶନ ଶକ୍ତି ନିର୍ଦେଶାଳୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ରାଜ୍ୟ ରେ ପ୍ରଥମ ଥର କରି ଏହି ମେଳାର ଆୟେଜନ କରିଛି। ରାଜ୍ୟ ର ରାଜଧାନୀ ଭୁବନେଶ୍ବର ସ୍ତିତ ପ୍ରଦର୍ଶନି ପଡିଆ ରେ ଏହା ଆଜିଠାରୁ ଆସନ୍ତା 16 ଡିସେମ୍ବର ପର୍ଯ୍ୟନ୍ତ ଚାଲିବା। ସର୍ବମୋଟ 200 ଟି ଷ୍ଟଲ ରେ 400 ମହିଳା ନିଜର ହାତ ତିଆରି ଜିନିଷ ବିକ୍ରି କରିବେ।

ବାଇଟ ଟୁକୁନି ସାହୁ।
ମନ୍ତ୍ରୀ, ମିଶନ ଶକ୍ତି

Body:ଏଣିକି ମହିଳା ଙ୍କୁ ଶସକ୍ତ କରିବ ମିଶନ ଶକ୍ତି ମେଳା 2019।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.