ETV Bharat / city

ରାଜଧାନୀରୁ ମୁର୍ମୂଷୁ ଅବସ୍ଥାରେ ନାବାଳିକା ଉଦ୍ଧାର, ଦୁଷ୍କର୍ମ ଅଭିଯୋଗ

ଖଣ୍ଡଗିରି ଅଞ୍ଚଳର ଏକ ପାର୍କ ନିକଟରୁ ରକ୍ତାକ୍ତ ଅବସ୍ଥାରେ  ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।

author img

By

Published : Dec 5, 2019, 8:16 AM IST

BHUBANESWAR
ଫାଇଲ ଫଟୋ

ଭୁବନେଶ୍ବର: ରାଜଧାନୀର ଖଣ୍ଡଗିରି ଅଞ୍ଚଳର ଏକ ପାର୍କ ନିକଟରୁ ରକ୍ତାକ୍ତ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ତାଙ୍କ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା ବେଳେ ଡାକ୍ତରୀ ରିପୋର୍ଟରୁ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଜଣାପଡିଛି । ଏକତରଫା ପ୍ରେମକୁ ସହମତି ନ ଦେବାରୁ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ଅଭିଯୁକ୍ତ ତାଙ୍କୁ ମୁମୁର୍ଷ ଅବସ୍ଥାରେ ଛାଡି ଚାଲିଯାଇଥିବା ସୂଚନା ମିଳିଛି ।

ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ରାଜଧାନୀରେ ଲଜ୍ଜା
ଦୁଷ୍କର୍ମର ସିମା ଟପିଲା,ମୁର୍ମୁଷ ଅବସ୍ଥାରେ ମିଳିଲା ନାବାଳିକାBody:

ଥମୁନି ପାପର କାୟା।ରାଜଧାନୀରେ ଲଜ୍ଜା।ମୁର୍ମୁଷ ଅବସ୍ଥାରେ ପାର୍କ ନିକଟରୁ ମିଳିଲା ନାବାଳିକା।ରକ୍ତସ୍ରାବ ଅବସ୍ଥାରେ ହସପିଟାଲରେ ଭର୍ତିହେଲା।ଏମିତି ଏକ ନାବାଳିକା ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି ଖଣ୍ଡଗିରି ଅଂଚଳରୁ।ଯେଉଁଠି ଏକ ତରଫା ପ୍ରମକୁ ସହମତି ନଦେବାରୁ ଏଭଳି କାଣ୍ଡ ଭିଆଇଛି ଅଭିଯୁକ୍ତ।ଘରୁ ଉଠାଇ ନେଇ ଦୁଷ୍କର୍ମ ସହ ମୁର୍ମୁଷ ଅବସ୍ଥାରେ ଅଭିଯୁକ୍ତ ଛାଡିଦେଲା।ସ୍ଥାନୀୟ ଲୋକେ ହସପିଟାଲର୍ ଭର୍ତି ପରେ ହସପିଟାଲରୁ ଦୁଷ୍କର୍ମର ଖବର ଆସିଲା।ଯାହାକୁ ନେଇ ପୋଲିସ ଜଣେ ଅଭିଯୁକ୍ତକୁ ଅଟକ ରଖିବା ସହ ପଡିତାର ସ୍ବାସ୍ଥ୍ଯ ଅବସ୍ଥାରେ ଗୁକୁତ୍ବ ଦେଇଛି।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.