ETV Bharat / city

ଶନିବାର ପୂର୍ଣ୍ଣାଙ୍ଗ ବଜେଟ; ଏନେଇ କଣ କହୁଛନ୍ତି ମନ୍ତ୍ରୀ, ପଢନ୍ତୁ - ପୂର୍ଣ୍ଣାଙ୍ଗ ବଜେଟ

ଶନିବାର ଲୋକସଭାରେ ଆଗତ ହେବାକୁ ଯାଉଛି 2020-21 ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ବଜେଟ ଉପସ୍ଥାପିତ ହେବାରୁ କହୁଛନ୍ତି ପରିବହନ ମନ୍ତ୍ରୀ ଓ ଆଇନ ମନ୍ତ୍ରୀ ? ଅଧିକ ପଢନ୍ତୁ...

ministers reaction on up coming budget
ଆସନ୍ତାକାଲି ପୂର୍ଣ୍ଣାଙ୍ଗ ବଜେଟ; ଏନେଇ କଣ କହୁଛନ୍ତି ମନ୍ତ୍ରୀ,ପଢନ୍ତୁ
author img

By

Published : Jan 31, 2020, 8:29 PM IST

ଭୁବନେଶ୍ବର: ଶନିବାର ସଂସଦରେ ଆଗତ ହେବ 2020-21 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଖୋଲିବେ ବଜେଟ ପେଡି । ଦେଶରେ ଅର୍ଥନୈତିକ ଅବସ୍ଥା ଧିମେଇ ଥିବାବେଳେ ନିର୍ମଳାଙ୍କ ବଜେଟ ପେଡି ଉପରେ ରହିଛି ସାରା ଦେଶର ନଜର । ତେବେ ଏହି ବଜେଟରେ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ରାଜ୍ୟର ଅଶଂଧନ ପ୍ରତିଶତ କେତେ ରହିବ ? ଭିତ୍ତିଭୂମି ବାବଦରେ 100 ବିଲିୟନ କେନ୍ଦ୍ର ସରକାର 1 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି, ଏଥିରୁ ରାଜ୍ୟକୁ କେତେ ଭାଗ ମିଳିବ ? ସେହିପରି କେନ୍ଦ୍ରୀୟ ଟିକସରୁ ରାଜ୍ୟର ଭାଗ କେତେ ରହିବ ? ତା ଉପରେ ରାଜ୍ୟସରକାରଙ୍କ ନଜର ରହିଛି ।

ଆସନ୍ତାକାଲି ପୂର୍ଣ୍ଣାଙ୍ଗ ବଜେଟ; ଏନେଇ କଣ କହୁଛନ୍ତି ମନ୍ତ୍ରୀ,ପଢନ୍ତୁ

ଜିଏସଟି ବାବଦରେ 1345 କୋଟି ଟଙ୍କା ବକେୟା ରହିଛି । ଜାନୁଆରୀ ସୁଦ୍ଧା ଏହା ଅଢେଇ ହଜାର ଟପିବ। ରେଳବାଇ କ୍ଷେତ୍ରରେ ପ୍ରାୟ 6 ହଜାର କୋଟିରୁ ଟଙ୍କାର ଅନୁଦାନ ମାଗିଛି ରାଜ୍ୟ । ଅର୍ଥ କମିଶନଙ୍କ ବର୍ଷିକିଆ ରିପୋର୍ଟ ଉପରେ ରାଜ୍ୟ ସରକାରଙ୍କ ଅନୁଦାନ ନିର୍ଭର କରୁଛି । ଏହା ଉପରେ ଅର୍ଥ ବିଭାଗର ନଜର ରହିଛି ।

ଏହାସହ ଓଡିଶା ରେଳ ବଜେଟ ଉପରେ ପୂର୍ବ ବଜେଟ ତୁଳନାରେ ଅଧିକ ଆଶାରଖିଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ,ଅଧିକ ଅର୍ଥ ରେଳ ବଜେଟ ସହ 3ଟା ନୂଆ ରେଳଲାଇନ ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଦାବି କରିଛନ୍ତି । ଏଥିସହ ଡବଲ ଲାଇନ୍ ପାଇଁ ଅଧିକ ଅର୍ଥ ଆଶା ରଖିଛୁ, ପୂର୍ବରୁ ୬ହଜାର କୋଟି ରେଳ ବଜେଟରେ ଓଡିଶା ପାଇଥିଲା । ଏଥର ତାଠାରୁ ଅଧିକ ଆଶା ରଖିଛୁ ବୋଲି ମନ୍ତ୍ରୀ କହିଛନ୍ତି ।

ସେହପରି ବଜେଟ ଆଗତ ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । ସୋସିଆଲ ସେକ୍ଟରରେ କେନ୍ଦ୍ର ସରକାରଙ୍କ ଅଧିକ ସହଯୋଗ ରହିବ । ଗରିବ, ମଧ୍ୟବିତ୍ତ ପରିବାର ଲୋକଙ୍କ ସୁବିଧା ପାଇଁ ଏହି ବଜେଟ ମାଧ୍ୟମରେ କେନ୍ଦ୍ରସରକାର ଆର୍ଥିକ ସହଯୋଗ କରିପାରନ୍ତି । ସମଗ୍ର ଦେଶରେ ଆର୍ଥିକ ଅବସ୍ଥା ମାନ୍ଦା ରହିଥିଲାବେଳେ କେନ୍ଦ୍ରସରକାର ଏଥିପାଇଁ ପଦକ୍ଷେପ ନେଇପାରନ୍ତି । ତେବେ ଦରଦାମ ବୃଦ୍ଧିର ଚାପରୁ ଲୋକଙ୍କୁ ରକ୍ଷାକରିବା ଭଳି ଏହି ବଜେଟ ଆଗତ ହୋଇପାରେ ବୋଲି ଆଶା ପ୍ରକଟ କରିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା ।

ଭୁବନେଶ୍ବରରୁ ତପନ ଦାସ ଓ କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆସନ୍ତାକାଲି କେନ୍ଦ୍ରସରକାର ବଜେଟ ଘୋଷଣା କରିବେ।ତେବେ କିଭଳି ବଜେଟ ରହିବ ,ସେନେଇ ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା।ସୋସିଆଲ ସେକ୍ଟର ରେ କେନ୍ଦ୍ର ସରକାର ଙ୍କ ଅଧିକ ସହଯୋଗ ରହିବ।ଗରିବ ,ମଧ୍ୟବିତ୍ତ ପରିବାର ଲୋକଙ୍କ ସୁବିଧା ପାଇଁ ଏହି ବଜେଟ ମାଧ୍ୟମରେ କେନ୍ଦ୍ରସରକାର ଆର୍ଥିକ ସହଯୋଗ କରିପାରନ୍ତି।ସମଗ୍ର ଦେଶରେ ଆର୍ଥିକ ଅବସ୍ଥା ମାନ୍ଦା ରହିଥିଲାବେଳେ କେନ୍ଦ୍ରସରକାର ଏଥିପାଇଁ ପଦକ୍ଷେପ ନେଇପାରନ୍ତି।ତେବେ ଦରଦାମ ବୃଦ୍ଧିର ଚାପରୁ ଲୋକଙ୍କୁ ରକ୍ଷାକରିବା ଭଳି ଏହି ବଜେଟ ଆଗତ ହୋଇପାରେ ବୋଲି ଆଶା ପ୍ରକଟ କରିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା।

ବାଇଟ - ପ୍ରତାପ ଜେନା,ଆଇନମନ୍ତ୍ରୀ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.