ETV Bharat / city

'ରାସ୍ତା ଜନିତ କୌଣସି ଦୁର୍ନୀତି ଅଭିଯୋଗ ଆସିଲେ 7 ଦିନ ଭିତରେ ହେବ ତଦନ୍ତ'

author img

By

Published : Jul 16, 2019, 1:14 PM IST

ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ 55,066.44 କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି । ଏଥି ସମେତ 22,318 ରାସ୍ତାର ରକ୍ଷଣାବେକ୍ଷଣ କରାଯାଉଛି । ଯେଉଁ ଠିକାଦାରମାନେ ରାସ୍ତାର ରକ୍ଷଣାବେକ୍ଷଣ କରୁନାହାଁନ୍ତି ସେମାନଙ୍କ ଠାରୁ 1.71 କୋଟି ଟଙ୍କା ଜୋରିମାନା ଆଦାୟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ ।  ରାସ୍ତା ଜନିତ କୌଣସି ଦୁର୍ନୀତି ଅଭିଯୋଗ ଆସିଲେ 7 ଦିନ ଭିତରେ ତଦନ୍ତ ହେବ ବୋଲି ମଧ୍ୟ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ବର: ବିଧାନସଭାରେ ପ୍ରଶ୍ନକାଳରେ ସୂଚନା ଦେଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ । ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଦୁର୍ନୀତି ଅଭିଯୋଗ । ଏ ସମସ୍ତ ଅଭିଯୋଗ ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ।

ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ 55,066.44 କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି । ଏଥି ସମେତ 22,318 ରାସ୍ତାର ରକ୍ଷଣାବେକ୍ଷଣ କରାଯାଉଛି । ଯେଉଁ ଠିକାଦାରମାନେ ରାସ୍ତାର ରକ୍ଷଣାବେକ୍ଷଣ କରୁନାହାଁନ୍ତି ସେମାନଙ୍କ ଠାରୁ 1.71 କୋଟି ଟଙ୍କା ଜୋରିମାନା ଆଦାୟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ବିଧାନସଭାରେ ରାସ୍ତା କାମରେ ଅନିୟମିତତା ରୋକିବା ପାଇଁ ଫୋନ ନମ୍ବର ଜାରି କରାଯାଇଥିବା ସୂଚନା ଦେଇଛନ୍ତି ସୁଶାନ୍ତ ସିଂ । ନମ୍ବରଟି ହେଉଛି 9437034321। ପରବର୍ତ୍ତୀ ସମୟରେ ଏହାକୁ ଟୋଲଫ୍ରି ନମ୍ବରରେ ପରିବର୍ତ୍ତନ କରାଯିବ କଥା କହିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ।

ରାସ୍ତା ଜନିତ କୌଣସି ଦୁର୍ନୀତି ଅଭିଯୋଗ ଆସିଲେ 7 ଦିନ ଭିତରେ ତଦନ୍ତ ହେବ । 60 ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଉତ୍ତର ରଖିଛନ୍ତି ଗ୍ରାମ୍ୟଉନୟନ ମନ୍ତ୍ରୀ ସୁଶାନ୍ତ ସିଂ ।

ଏହାସହ ଯେଉଁ ବିଧାୟକଙ୍କ ଅଞ୍ଚଳରେ ରାସ୍ତା ଜନତି ସମସ୍ୟା ଓ ଅସୁବିଧା ରହିଛି, ମନ୍ତ୍ରୀଙ୍କୁ ଲିଖିତ ଭାବରେ ଅବଗତ କରାଇବା କଥା କହିଛନ୍ତି ମନ୍ତ୍ରୀ । ଏହାସହ ଅଭିଯୋଗକୁ 7 ଦିନ ଭିତରେ ପଦକ୍ଷେପ ନିଆଯିବ ବୋଲି ରୁଲିଂ ଦେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

 ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ 55,066.44 କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି। 22,318 ରାସ୍ତାର ରକ୍ଷଣାବେକ୍ଷଣ କରାଯାଉଛି। ଯେଉଁ ଠିକାଦାର ମାନେ ରାସ୍ତାର ରକ୍ଷଣାବେକ୍ଷଣ କରୁନାହାନ୍ତି ସେମାନଙ୍କ ଠାରୁ 1.71 କୋଟି ଟଙ୍କା ଜୋରିମାନା ଆଦାୟ କରାଯାଇଛି। ରାସ୍ତା କାମରେ ଅନିୟମିତତା ରୋକିବା ପାଇଁ ଏକ ଫୋନେ ନମ୍ବର ଜାରି କରାଯାଇଛି। ନମ୍ବର ହେଉଛି 9437034321। ପରବର୍ତୀ ଅବସ୍ଥାରେ ଟୋଲଫ୍ର ନମ୍ବରରେ ପରିବର୍ତନ କରାଯିବ। ଅଭିଯୋଗ ଆସିଲେ 7 ଦିନ ଭିତରେ ତଦନ୍ତ ହେବ। 60 ଦିନଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉତ୍ତର ରଖିଛନ୍ତି ଗ୍ରାମ୍ୟଉନୟନ ମନ୍ତ୍ରୀ ସୁଶାନ୍ତ ସିଂ।
ଯେଉ ବିଧାୟକ ମାନଙ୍କ ଅଂଚଳରେ ରାସ୍ତା ଅସୁବିଧା ଅଛି ମନ୍ତ୍ରୀ ଙ୍କୁ ଲେଖିକି ଦିଆନ୍ତୁ। ମନ୍ତ୍ରୀ 7 ଦିନ ଭିତରେ ପଦକ୍ଷେପ ନେବେ ... ରୁଲିଂ ଦେଲେ ବାଚସ୍ପତି

ବାଇଟ- ସୁଶାନ୍ତ ସିଂ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
ପ୍ରଶ୍ନକାଳରୁ କାଟି ନେବେ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.