ETV Bharat / city

ସ୍କୁଲ ଖୋଲିବା ଉପରେ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ - ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଅନଲକ-6 ପର୍ଯ୍ୟାୟରେ ଖୋଲିବ ସ୍କୁଲ । ନଭେମ୍ବର 16 ତାରିଖରୁ ସ୍କୁଲ ଯିବେ ଛାତ୍ରଛାତ୍ରୀ । ଏନେଇ ଏସଆରସି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ସ୍କୁଲ ଖୋଲିବା ଉପରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

author img

By

Published : Oct 31, 2020, 1:28 PM IST

Updated : Oct 31, 2020, 1:51 PM IST

ଭୁବନେଶ୍ବର: ନଭେମ୍ବର 16ରୁ ନବମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ସ୍କୁଲ। ଏଥିପାଇଁ ଶିକ୍ଷା ବିଭାଗ ପ୍ରସ୍ତୁତ ହେଉଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ଏସଓପି ଜାରି ନେଇ ବିଭାଗୀୟ ସଚିବ ସମସ୍ତ ଷ୍ଟେକହୋଲ଼୍ଡରଙ୍କ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେଉଁ ତାରିଖରେ ଛାତ୍ରଛାତ୍ରୀଙ୍କ ପାଇଁ କେବେ ଖୋଲିବ ସ୍କୁଲ ସେ ସମ୍ପର୍କରେ ଖୁବଶୀଘ୍ର ଘୋଷଣା ହେବ । ଏନେଇ ଏସଆରସିଙ୍କୁ ମଧ୍ୟ ପ୍ରସ୍ତାବ ପଠାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Oct 31, 2020, 1:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.