ETV Bharat / city

‘ଓବିସି କମିଶନକୁ ନେଇ ରାଜନୀତି ନହେଉ’

author img

By

Published : Mar 4, 2021, 1:43 PM IST

ଓବିସି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଅଧିକ ପଢନ୍ତୁ...

ରାଜନୀତି
ରାଜନୀତି

ଭୁବନେଶ୍ବର: ଓବିସି କମିଶନକୁ ନେଇ ରାଜନୀତି ନହେଉ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓବିସି ପ୍ରସଙ୍ଗରେ ରଖିଥିବା ମନ୍ତବ୍ୟକୁ ନେଇ ସେ ଏପରି କହିଛନ୍ତି ।

ଏହା ସହ ଓବିସି କମିଶନ କିଏ ଗଠନ କରିଛି । କମିଶନକୁ ନେଇ ରାଜନୀତି ନହେଉ । ସୁପ୍ରିମକୋର୍ଟରେ ସଂରକ୍ଷଣ ପାଇଁ ଲଢେଇ କରନ୍ତୁ ବୋଲି ପ୍ରତାପ କହିଛନ୍ତି ।

ସୂଚନାଥାଉକି, ଓବିସି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରେସମିଟ୍‌ କରିଥିଲେ । ସରକାର ଏହାକୁ ଶୀଘ୍ର ଲାଗୁ କରିବାକୁ ସେ ଦାବି କରିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.