ETV Bharat / city

କ୍ବାରେଣ୍ଟାଇନ‌ରେ ୨ ମନ୍ତ୍ରୀ, ଜିଲ୍ଲାପାଳ କରିବେ ପତାକା ଉତ୍ତୋଳନ

କ୍ବାରେଣ୍ଟାଇନ୍‌ରେ ରହିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

author img

By

Published : Aug 14, 2020, 10:08 PM IST

Minister Padmanav Behera and  Niranjan Pujari under quarentaine
କ୍ବାରେଣ୍ଟାଇନ୍‌ରେ ୨ ମନ୍ତ୍ରୀ, ଜିଲ୍ଲାପାଳ କରିବେ ପତାକା ଉତ୍ତୋଳନ

ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କ୍ବାରେଣ୍ଟାଇନ୍‌ରେ ରହିବେ । ଗଞ୍ଜାମ ଜିଲ୍ଲାରେ ପଦ୍ମନାଭ ବେହେରା ଓ ପୁରୀରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଥିଲା ।

ଗଞ୍ଜାମ ଓ ପୁରୀରେ ୨ ମନ୍ତ୍ରୀ ମନ୍ତ୍ରୀଙ୍କ ବଦଳରେ ଜିଲ୍ଲାପାଳ କରିବେ ପତାକା ଉତ୍ତୋଳନ । କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ୨ ମନ୍ତ୍ରୀଙ୍କ ଗସ୍ତ ବାତିଲ ହେବା ସହ କ୍ବାରେଣ୍ଟିନରେ ରହିବାକୁ କୁହାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.