ETV Bharat / city

ଗୃହରେ ଭାଗଚାଷୀଙ୍କ ତାଲିକା ଦେଲେ ଅରୁଣ ସାହୁ

ଭାଗଚାଷୀ ଚିହ୍ନଟ ତଥା ସେମାନଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି । ବିଧାନସଭାରେ ବିଧାୟକ ପ୍ରଫୁଲ ସାମନ୍ତଙ୍କ ପ୍ରଶ୍ନରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଉତ୍ତର। ଅଧିକ ପଢନ୍ତୁ...

author img

By

Published : Mar 31, 2021, 7:33 PM IST

ଗୃହରେ ଭାଗଚାଷୀ ତାଲିକା ଦେଲେ ଅରୁଣ ସାହୁ
ଗୃହରେ ଭାଗଚାଷୀ ତାଲିକା ଦେଲେ ଅରୁଣ ସାହୁ

ଭୁବନେଶ୍ବର: ଭାଗଚାଷୀ ଚିହ୍ନଟ ତଥା ସେମାନଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି । ବିଧାନସଭାରେ ବିଧାୟକ ପ୍ରଫୁଲ ସାମନ୍ତଙ୍କ ପ୍ରଶ୍ନରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଉତ୍ତର।

ଗୃହରେ ଭାଗଚାଷୀ ତାଲିକା ଦେଲେ ଅରୁଣ ସାହୁ
ଗୃହରେ ଭାଗଚାଷୀ ତାଲିକା ଦେଲେ ଅରୁଣ ସାହୁ

ରାଜ୍ୟରେ 9 ଲକ୍ଷ 5 ହଜାର 184 ଭାଗଚାଷୀ ଚିହ୍ନଟ ହୋଇଛନ୍ତି । ସେହିପରି 36 ଲକ୍ଷ 36 ହଜାର 658 ନାମମାତ୍ର ଚାଷୀ, 8 ଲକ୍ଷ 87 ହଜାର 272 କ୍ଷୁଦ୍ରଚାଷୀ, 3 ଲକ୍ଷ 37 ହଜାର 945 ମଧ୍ୟମ ଚାଷୀ, 3ହଜାର 975 ବଡଚାଷୀ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.