ETV Bharat / city

ଖଣି ମାଫିଆ ଦିଲ୍ଲୀପ ଦାସ ଗିରଫ - ମହାପ୍ରଭୁ ଶ୍ରୀ ଜଗନ୍ନାଥ

ଜଗନ୍ନାଥଙ୍କ ଜମିରୁ ଚାଲିଥିଲା ଲୁଟ । ଦୀର୍ଘଦିନ ଧରି ପୋଲିସକୁ ଚକମା ଦେଇ ଲୁଟୁଥିଲେ ଖଣି ମାଫିଆ । ଶେଷରେ ବାନ୍ଧିଲା ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 12, 2019, 7:27 PM IST

ଭୁବନେଶ୍ବର: ଖୋର୍ଦ୍ଧାରେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୁଲ୍ୟବାନ ଜମିରୁ ବେଆଇନ ଭାବେ ମୁଲ୍ୟବାନ ପଥର ଖନନ କରିବା ମହଙ୍ଗା ପଡିଲା । ଖଣି ମାଫିଆ ଦିଲ୍ଲୀପ ଦାସକୁ ଗିରଫ କଲା କ୍ରାଇମବ୍ରାଞ୍ଜ ଏସଟିଏଫ ଟିମ ।

ଦୀର୍ଘଦିନ ଧରି ଜଗନ୍ନାଥଙ୍କ ଜମିରୁ ବେଆଇନ ଭାବେ ପଥର ଉତ୍ତୋଳନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା ଦିଲ୍ଲୀପ । ତେବେ ଏହା ଜଣାପଡିବା ପରେ ଦିଲ୍ଲୀପ ଉପରେ ଏସଟିଏଫ ନଜର ରଖିଥିଲା । ତେବେ ଏହା ଜାଣି ଦିଲ୍ଲୀପ ଫେରାର ହୋଇଯାଇଥଲା । ଯାଜପୁରରେ ଲୁଚିଥିବା ବେଳେ ତାକୁ ଏସଟିଏଫ ଗିରଫ କରି କୋର୍ଟ ଚାଲାଣ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଜଗନ୍ନାଥଙ୍କ ଜମିରେ ବେଆଇନ ଖାଦାନ,
ଯାଯପୁରରୁ ଖଣିମାଫିଆ ଦିଲିପ ଗିରଫBody:

ବେଆଇନ ପଥର ଖାଦାନ ରେ ଜଗନ୍ନାଥଙ୍କ ସମ୍ପତି।ଖୋର୍ଦା ଜଗନ୍ନାଥଙ୍କ ଜମିରୁ ପଥର ଖାଦାନ କରୁଥିବା ଖଣି ମାଫିଆକୁ ଗିରଫ କଲା ଏସଟିଏଫ ଟିମ।ଯାଯପୁରର ମଙ୍ଗଳପୁରରୁ ଦିଲ୍ଲିପ ଦାସକୁ ଗିରଫ କରିଛି ଏସଟିଏଫ ଟିମ।ତା ଘର ଖୋର୍ଦା ଟାଉନ ପାଲହାଟ ବୋଲି ଜଣାପଡିଛି।।ତେବେ ଜଗନ୍ନାଥ ଜମିରୁ ବିନ ଅନୁମତିରେ ବେଆଇନ ପଥର ଖାଦାନ କରି ମାଲମାଲ ହେଉଥିଲା ଦିଲିପ। ଯାହାକୁ ନେଇ ସରକାରି ସ୍ତରରେ ସ୍ବତନ୍ତ୍ର ଭାବେ ଟାର୍ଗେଟ ପରେ ଏସଟିଏଫ ରେ କେସ ଆଧାର କରି ଗିରଫ କରିଛି ଏସଟିଏଫ ଟିମ। ତେବେ ଏସଟିଏଫ ଗିରଫ ଭୟରେ ଦିର୍ଘଦିନ ଧରି ଯାଯପୁରରେ ନିଜ ଶାଳି ଘରେ ଲୁଚିଥିଲା ଅଭିଯୁକ୍ତ। ଗିରଫ ପରେ ଆଜି କୋର୍ଟ ଚାଲାଣ କରିଛି ଏସଟିଏଫ ଟିମ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.