ETV Bharat / city

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ଦାୟିତ୍ବ ନେଲେ ମିନତୀ ବେହେରା

ଦାୟିତ୍ବ ନେଲେ ନୂଆ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ସମାଜସେବୀ ତଥା ଆଇନଜୀବୀ ମିନତୀ ବେହେରା ଅଧ୍ୟକ୍ଷା ପଦରେ ଦାୟିତ୍ବ ନେଇଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 20, 2019, 1:11 PM IST

ଭୁବନେଶ୍ବର: ଦାୟିତ୍ବ ନେଲେ ନୂଆ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ସମାଜସେବୀ ତଥା ଆଇନଜୀବୀ ମିନତୀ ବେହେରା ଅଧ୍ୟକ୍ଷା ପଦରେ ଦାୟିତ୍ବ ନେଇଛନ୍ତି । ଦାୟିତ୍ବ ନେବା ପରେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ନିଜ ପ୍ରତିକ୍ରିୟା ରଖିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ମହିଳାଙ୍କ ସମସ୍ୟାକୁ ରାଜନୀତିକରଣ ନକରିବାକୁ ପରାମର୍ଶ ଦେବା ସହ ଆଇନର ପରିଧି ମଧ୍ୟରେ ମହିଳାଙ୍କୁ ନ୍ୟାୟ ଦେବାକୁ ସେ ଉଦ୍ୟମ କରିବେ ବୋଲି କହିଛନ୍ତି । ତେବେ ବହୁ ଦିନରୁ ଖାଲି ପଡ଼ିଥିବା ଏହି ପଦବୀରେ ଅଧ୍ୟକ୍ଷା ଭାବେ ମିନତୀ ବେହେରାଙ୍କୁ ନିଯୁକ୍ତ କରିଛନ୍ତି ସରକାର ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ଦାୟିତ୍ବ ନେଲେ ନୁଆ ରାଜ୍ଯ ମହିଳା କମିଶନ।Body:ଦାୟିତ୍ବ ନେଲେ ନୁଆ ରାଜ୍ଯ ମହିଳା କମିଶନ।ସମାଜସେବି ତଥା ଆଇନିଜିବି ମିନତି ବେହେରା ନେଲେ ନୁଆ ଦାୟିତ୍ବ। ଦାୟିତ୍ବ ନେବା ପରେ ମହିଳା କମିଶନଙ୍କ ପ୍ରତିକ୍ରିୟା।ମହିଳାଙ୍କ ସମସ୍ଯାକୁ ରାଜନିତିକରଣ ନକରିବାକୁ ପରାମର୍ଶ।ସେପଟେ ଆଇନର ପରିଧି ଭିତରେ ମହିଳା ଙ୍କୁ ନ୍ଯାୟ ଦେବାକୁ କରିବେ ଉଦ୍ଯମ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.