ETV Bharat / city

ଏଇଠୁ ହୁଏ ରାଜ୍ଯର ବିପର୍ଯୟ ପରିଚାଳନା, OSDM ଅଧିକାରୀଙ୍କ ସହ ସିଧା ଆଲୋଚନା

author img

By

Published : May 21, 2020, 12:14 AM IST

Updated : May 21, 2020, 1:02 PM IST

ରାଜ୍ୟ ବିପର୍ଜୟ ପ୍ରଶମନ କେନ୍ଦ୍ରରେ କେମିତି ଚାଲିଥିଲା ବାତ୍ୟା ଅମ୍ପାନର ଗଣତି ସେ ସମ୍ପର୍କରେ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମଲ ଲୋଚନ ମିଶ୍ରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି । ଅଧିକ ପଢ଼ନ୍ତୁ...

meteorological-departments-estimate-come-true
ଟଳିଗଲା ବିପଦ, ସତ ହେଲା ପାଣିପାଗ ବିଭାଗର ଆକାଳନ

ଭୁବନେଶ୍ବର: ଓଡିଶାରେ ତାଣ୍ଡବ ରଚିଲା ପରେ ପଶ୍ଚିମବଙ୍ଗ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ଅମ୍ଫାନ । ଓଡିଶାର ମାତ୍ରାଧିକ କ୍ଷତି ନ କରି ପାରି ପଡୋଶୀ ରାଜ୍ୟରେ ଏବେ ଗର୍ଜନ କରୁଛି ବାତ୍ୟା ।

ବାତ୍ୟା ‘ଅମ୍ଫାନ’ ନେଇ OSDM ଅଧିକାରୀଙ୍କ ସହ ସିଧା ଆଲୋଚନା

ଓଡିଶାରେ ପାଣିପାଗ ବିଭାଗର ପୂର୍ବାନୁମାନ ସତ ହୋଇଛି । ତେବେ ରାଜ୍ୟ ବିପର୍ଜୟ ପ୍ରଶମନ କେନ୍ଦ୍ରରେ କେମିତି ଚାଲିଥିଲା ବାତ୍ୟା ଅମ୍ପାନର ଗଣତି ସେ ସମ୍ପର୍କରେ ଓଏସଡିଏମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମଳ ଲୋଚନ ମିଶ୍ରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : May 21, 2020, 1:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.