ETV Bharat / city

ଆସୁଛି ଶୀତ, ଆଜି 6 ଜିଲ୍ଲାରେ 20 ତଳେ ପାରଦ - 6 ଜିଲ୍ଲାରେ 20 ତଳେ ପାରଦ

ରାଜ୍ୟରେ ଶୀତ ଲହରୀ ଅନୁଭୂତ ହେଉଛି । ପାରଦ ଖସିବା ସାଙ୍ଗକୁ ବଢୁଛି ଶୀତ । ଆଜି ରାଜ୍ୟର 6 ଜିଲ୍ଲାରେ ତାପମାତ୍ର 20 ଡିଗ୍ରୀ ତଳେ ରହିଛି । ଅଧିକ ପଢନ୍ତୁ...

ଆଜି 6 ଜିଲ୍ଲାରେ 20 ତଳେ ପାରଦ
ଆଜି 6 ଜିଲ୍ଲାରେ 20 ତଳେ ପାରଦ
author img

By

Published : Oct 30, 2020, 1:10 PM IST

ଭୁବନେଶ୍ବର: ମୌସୁମୀ ଫେରିବା ପରେ ରାଜ୍ୟରେ ଶୀତ ଲହରୀ ଆରମ୍ଭ । ପାରଦ ଖସିବା ସାଙ୍ଗକୁ ବଢୁଛି ଶୀତ । ଆଜି ରାଜ୍ୟର 6 ଜିଲ୍ଲାରେ ତାପମାତ୍ର 20 ଡିଗ୍ରୀ ତଳେ ରହିଛି । ସୁବର୍ଣ୍ଣପୁର, ଅନୁଗୁଳ, ଫୁଲବାଣୀ ଓ ଦାରିଙ୍ଗବାଡିରେ ତାପମାତ୍ର 15 ଡିଗ୍ରୀ ମଧ୍ୟରେ ରେକର୍ଡ କରାଯାଇଛି ।

ସୁବର୍ଣ୍ଣପୁର ଜିଲ୍ଲାରେ ସବୁଠାରୁ କମ 12.8 ଡିଗ୍ରୀ, ଅନୁଗୁଳରେ 13.8 ଡିଗ୍ରୀ, ଫୁଲବାଣୀରେ 14 ଓ ଦାରିଙ୍ଗବାଡିରେ 14 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଟ୍ବିନ ସିଟି ଭୁବନେଶ୍ବରରେ 19.8 ଡିଗ୍ରୀ ରହିଥିବାବେଳେ କଟକରେ ତାପମାତ୍ରା ରହିଛି 20 ଡିଗ୍ରୀ ସେଲସିୟସ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.