ETV Bharat / city

ରାଜଧାନୀର ତିନି ସ୍ବାବଲମ୍ବୀ ଯୁବତୀ; ପକେଟ ମନି ପାଇଁ ବିକୁଛନ୍ତି ମୋମୋ - 3 girl in bbsr

ସ୍ବାବଲମ୍ବୀ ମହିଳାଙ୍କ ଭିତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରାଜଧାନୀର ତିନି ମହିଳା ରାଜଶ୍ରୀ ,ହିମାନି, ଓ ମାନସୀ। ଯେଉଁମାନେ ରାଜଧାନୀ ରସୁଲଗଡ଼ ଛକର ରାସ୍ତା କଡ଼ରେ ଛୋଟିଆ ଜଳଖିଆ ଷ୍ଟଲ କରି ନିଜର ପେଟ ପାଟଣା ପୋଷୁଛନ୍ତି ।

bbsr
ସ୍ମାର୍ଟସିଟିର 3 ସ୍ମାର୍ଟ ସ୍ମାର୍ଟସିଟିର 3 ସ୍ମାର୍ଟ ଝିଅଙ୍କ ସଂଘର୍ଷର କାହାଣୀ
author img

By

Published : Jan 26, 2020, 2:00 PM IST

ଭୁବନେଶ୍ବର: ଆମେ ଅନେକ ମହିଳା ସ୍ବାବଲମ୍ବୀଙ୍କୁ ଦେଖି ଆସିଛୁ । ଆଉ ସେଭଳି ସ୍ବାବଲମ୍ବୀ ମହିଳାଙ୍କ ଭିତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରାଜଧାନୀର ତିନି ଯୁବତୀ ରାଜଶ୍ରୀ ,ହିମାନି, ଓ ମାନସୀ।

ସ୍ମାର୍ଟସିଟିର 3 ସ୍ମାର୍ଟ ଝିଅଙ୍କ ସଂଘର୍ଷର କାହାଣୀ

ରାଜଧାନୀ ରସୁଲଗଡ଼ ଛକର ରାସ୍ତା କଡ଼ରେ ଛୋଟିଆ ଜଳଖିଆ ଷ୍ଟଲ କରି ନିଜର ପେଟ ପାଟଣା ପୋଷୁଛନ୍ତି। ଯାହାର ନାଁ ରହିଛି 'ବେଷ୍ଟି ପଏଣ୍ଟ' । ତାସହ ନିଜର ପାଠପଢା ଖର୍ଚ୍ଚ ବି ନିଜେ ବହନ କରୁଛନ୍ତି। କାହା ଉପରେ ନିର୍ଭରଶୀଳ ନହୋଇ, ନିଜେ ଆତ୍ମନିର୍ଭରଶୀଳ ହେବା ସହ ସ୍ବାବଲମ୍ବୀ ହୋଇପାରିଛନ୍ତି ଏହି ଝିଅମାନେ।

ସଂନ୍ଧ୍ୟା ହୋଇଗଲେ ତାଙ୍କ ଷ୍ଟଲରେ ଲୋକଙ୍କ ବେଶ ଭିଡ଼ ଲାଗୁଛି। ସେମାନଙ୍କ ସହ ଆମ ପ୍ରତିନିଧି ଭେଟିବା ପରେ ଇଟିଭି କ୍ୟାମେରା ସାମ୍ନାରେ ତାଙ୍କ ସଂଘର୍ଷର କାହାଣୀ ବଖାଣିଛନ୍ତି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:special
ରାଜଧାନୀର ତିନି ସ୍ବାଭଲମ୍ବୀ ମହିଳା ଙ୍କ ସଂଘର୍ଷ ର କାହାଣୀ

ଆମେ ଅନେକ ମହିଳା ସ୍ବାଭଲମ୍ବୀ ଙ୍କୁ ଦେଖି ଆସିଛୁ ,,ଆଉ ସ୍ବାଭଲମ୍ବୀ ମହିଳା ଙ୍କ ଭିତରେ ନିଜର ସ୍ୱତନ୍ତ୍ର ଛାପ ପକାଇଛନ୍ତି ରାଜଧାନୀ ତିନି ମହିଳା ରାଜଶ୍ରୀ ,ହିମାନି, ଓ ମାନସୀ। ରାଜଧାନୀ ରସୁଲଗଡ଼ ଛକ ର ରାସ୍ତା କଡ଼ ରେ ଛେଟିଆ ଜଳଖିଆ ଦେକାନ କରି ନିଜର ପେଟ ପୋଷୁଛନ୍ତି। ତା ଛଡା ନିଜର ପାଠ ପଢା ଖର୍ଚ୍ଚ ବି ବାହାର କରୁଛନ୍ତି। କାହା ଆଗରେ ହାତ ନ ପତାଇ ନିଜ ଗୋଡ଼ ରେ ନିଜେ ଛିଡା ହୋଇଛି। ସଂଧ୍ୟା ସମୟ ହୋଇ ଗଲେ ଲୋକଙ୍କ ବେଶ ଭିଡ଼ ମଧ୍ୟ ଜମୁଛି।ଆଜି ଇଟିଭି ଭାରତ କୁ ଏକ ସ୍ୱତନ୍ତ୍ର ସାକ୍ଷାତ କରି ନିଜର ସଂଘର୍ଷ ର କାହାଣୀ ବଖାଣିଛନ୍ତି।

Body:special

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.