ETV Bharat / city

‘ମାସ୍କ ପିନ୍ଧିବା, ମହମାରୀକୁ ହରାଇବା’ - ମାସ୍କ ପିନ୍ଧିବା ମହମାରୀକୁ ହରାଇବା

କରୋନାର ଦ୍ବିତୀୟ ଲହର ମାଡି ଆସୁଛି । କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ମାସ୍କ ସଠିକ୍ ଭାବରେ ପରିଧାନ କରନ୍ତୁ । ମାସ୍କ ପିନ୍ଧନ୍ତୁ, ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ଅଧିକ ପଢନ୍ତୁ...

ମାସ୍କ ମହାସ୍ତ୍ର, ମାସ୍କ ପିନ୍ଧିବା ମହମାରୀକୁ ହରାଇବା

author img

By

Published : Apr 17, 2021, 10:54 PM IST

ଭୁବନେଶ୍ବର: କରୋନା ପାଇଁ ମାସ୍କ ହେଉଛି ସବୁଠାରୁ ବଡ଼ ଅସ୍ତ୍ର । ଏହି ଦ୍ୱିତୀୟ ଲହରିରେ ଲୋକମାନେ ଭଲ ଭାବରେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଡବଲ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ, ଯେହେତୁ ଏହି ଦ୍ୱିତୀୟ ଲହରୀ ଦ୍ୱାରା ବାୟୁ ମାଧ୍ୟମରେ ଭୂତାଣୁ ସଂକ୍ରମିତ ହେଉଥିବା ବେଳେ ମାସ୍କ ଦ୍ୱାରା ଅଧିକାଂଶ ସମୟରେ ସଂକ୍ରମଣରୁ ରକ୍ଷା ମିଳିବ । ମାସ୍କକୁ ସଠିକ ଭାବରେ ପରିଧାନ କରିବାକୁ କୁହାଯାଇଛି ।

ମାସ୍କ ମହାସ୍ତ୍ର, ମାସ୍କ ପିନ୍ଧିବା ମହମାରୀକୁ ହରାଇବା

ଏପରିକି ସଠିକ ଭାବରେ ସବୁ ସ୍ଥାନରେ ସବୁ ସମୟରେ ମାସ୍କ ଆବଶ୍ୟକ ରହିଛି । ଯେପରି କି ଭ୍ରମଣ କରିବା, ବଜାରରେ ସଉଦା ସମୟରେ, କାମ କରିବା ସମୟରେ, ପୂଜା ଯାନିଯାତ୍ରା ସମୟରେ, ପରିଜନଙ୍କୁ ଭେଟିବା ସମୟରେ, ବସ ଟ୍ରେନରେ ଯାତ୍ରା କରିବା ସମୟରେ ମାସ୍କ ପିନ୍ଧିବା ଆବଶ୍ୟକ । ଅନେକ ଜନସାଧାରଣ ବଜାର ହାଟରେ ବୁଲିବା ସମୟରେ ମାସ୍କ ସଠିକ ଭାବରେ ପିନ୍ଧୁନଥିବା ଦେଖିବାକୁ ମିଳୁଛି । ଏନେଇ ରାଜ୍ୟ ସରକାର ପୋଲିସ ପ୍ରଶାସନ ଏନେଇ କଠୋର ହୋଇଛି । ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କୁ ପ୍ରଥମ ଥର ଦୁଇ ହଜାର ଟଙ୍କା ଫାଇନ କରିବା ସହ ଦ୍ୱିତୀୟ ଥର ନିୟମ ଉଲଘଂନ କଲେ ପାଞ୍ଚ ହଜାର ଟଙ୍କା ଫାଇନ ଦେବାକୁ ନିର୍ଦ୍ଦଶ ରହିଛି । ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.