ETV Bharat / city

ସଟଡାଉନ ସମୟରେ ହୋଇପାରିବ ବାହାଘର, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ - ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରାଜ୍ୟରେ 11ଟି ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟ ଡାଉନ ଘୋଷଣା କରାଯାଇଛି । ହେଲେ ଏହି ସମୟରେ ପ୍ରଶାସନର ଅନୁମତି ନେଇ ବାହାଘର କରିହେବ ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି । ସେହିପରି ଆବଶ୍ୟକ ନଥିଲେ ଲକ ଡାଉନରେ ଘରୁ ନ ବାହାରିବାକୁ ସେ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ...

ସଟଡାଉନ ସମୟରେ ହୋଇପାରିବ ବାହାଘର, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Jun 5, 2020, 1:43 PM IST

ଭୁବନେଶ୍ବର: ରାଜ୍ୟରେ 11ଟି ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟ ଡାଉନ ଘୋଷଣା କରାଯାଇଛି । ହେଲେ ଏହି ସମୟରେ ପ୍ରଶାସନର ଅନୁମତି ନେଇ ବାହାଘର କରିହେବ ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି । ସେହିପରି ଆବଶ୍ୟକ ନଥିଲେ ଲକ ଡାଉନରେ ଘରୁ ନ ବାହାରିବାକୁ ସେ ପରାମର୍ଶ ଦେଇଛନ୍ତି ।

ସଟଡାଉନ ସମୟରେ ହୋଇପାରିବ ବାହାଘର, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଆସନ୍ତାକାଲି ଠାରୁ ଦୁଇଦିନ ସଟଡାଉନ ରହିବ ୧୧ଟି ଜିଲ୍ଲା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଛି । ଏହି ସମୟରେ ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଜୁଲାଇ 31 ଯାଏଁ ବନ୍ଦ ରହିବ । ହେଲେ ବାକିଥିବା ପରୀକ୍ଷା ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଯେଉଁମାନେ ଲକଡାଉନରେ ବିବାହ କରିବାକୁ ଚାହୁଁଛନ୍ତି, ସେମାନେ ଜିଲ୍ଲା ପ୍ରଶାସନଠାରୁ ଅନୁମତି ନେଇ ବିବାହ କରିପାରିବେ ।

ସଟଡାଉନ ହେବାକୁ ଥିବା ଜିଲ୍ଲାଗୁଡିକ ହେଉଛି ଗଞ୍ଜାମ, ଖୋର୍ଦ୍ଧା, କଟକ,ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ବାଲେଶ୍ଵର ଓ ବଲାଙ୍ଗୀର । ଏହି ସମୟରେ କୃଷି ଭିତ୍ତିକ କାର୍ଯ୍ୟ ସମେତ ପବ୍ଲିକ୍ ଟ୍ରାନ୍ସପୋର୍ଟକୁ ସଟଡାଉନରୁ ବାଦ ଦିଆଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.