ETV Bharat / city

ତୋଷାଳୀ ମେଳା; ସରୋଜାଙ୍କ ମଣ୍ଡା ପିଠା ଷ୍ଟଲରେ ଜମୁଛି ଲୋକଙ୍କ ଭିଡ - Manda pitha attracting people in Toshali mela

ତୋଷାଳୀ ମେଳାରେ ବଢୁଛି ଲୋକଙ୍କ ଗହଳି । ଆଉ ମନ କିଣୁଛି ସରୋଜାଙ୍କ ହାତ ତିଆରି ମଣ୍ଡା ପିଠା ।

ରାଜଧାନୀ ତୋଷାଳୀ ମେଳା
ସରୋଜାଙ୍କ ମଣ୍ଡା ପିଠା ଷ୍ଟଲରେ ଜମୁଛି ଲୋକଙ୍କ ଭିଡ
author img

By

Published : Dec 24, 2019, 7:05 AM IST

ଭୁବନେଶ୍ବର: ଦିନକୁ ଦିନ ପାରଦ ଖସିବା ସହ ରାଜଧାନୀ ତୋଷାଳୀ ମେଳାରେ ବଢୁଛି ଲୋକଙ୍କ ଗହଳି । ଓଡିଶା ସହ ଅନ୍ୟ ରାଜ୍ୟର ହସ୍ତତନ୍ତ ଓ ହସ୍ତକଳା ପ୍ରଦର୍ଶନ ଓ ବିକ୍ରି ହେଉଥିବାବେଳେ ରହିଥିବା 50ଟି ଖାଇବା ଷ୍ଟଲରେ ବେଶ ଜନ ଗହଳି ଦେଖିବାକୁ ମିଳୁଛି । ଆଉ ଏହି ସବୁ ଖାଇବା ଷ୍ଟଲ ଭିତରେ ବାରି ହୋଇ ଯାଉଛି ସରୋଜାଙ୍କ ରେଜାସ କିଚେନ।

ସରୋଜାଙ୍କ ମଣ୍ଡା ପିଠା ଷ୍ଟଲରେ ଜମୁଛି ଲୋକଙ୍କ ଭିଡ

କାରଣ ଏହି ଷ୍ଟଲରେ ଆମ ଲୁଚି ଯାଉଥିବା ଓଡ଼ିଆ ପିଠା ମଣ୍ଡାକୁ ଲୋକଲୋଚନକୁ ଆଣା ଯାଉଛି। ଏଥର ପିଜା କି ବର୍ଗର ନୁହେଁ, ବରଂ ସୁଆଦିଆ ମଣ୍ଡା ପିଠା ଖାଇବାକୁ ଲୋକ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି । ଏହାସହ ସରେଜାଙ୍କ ସହ କେବଳ ମହିଳାମାନେ ହିଁ ଏହି ଷ୍ଟଲରେ ଲୋକଙ୍କୁ ବେଶ ଆଦର ସହ ଖାଦ୍ୟ ପରସୁଥିବାର ଦେଖିବାକୁ ମିଳୁଛି। ଦିନ ବଢିବା ସହ ତେଷାଳୀରେ ବେଶ ଭଲ ବେପାର ହେବ ବୋଲି ମଧ୍ୟ ଆଶା ବାନ୍ଧିଛନ୍ତି ଏମାନେ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଲୁଚି ଯାଉଥିବା ଓଡ଼ିଆ ମଣ୍ଡାପିଠା କୁ ଲୋକ ଲୋଚନ ରେ ଆଣି ଏବେ ଚର୍ଚ୍ଚା ରେ ରାଜଧାନୀ ର ସଚେଜା ଚୌଧୁରୀ।

ରାଜଧାନୀ ରେ ଧୀରେ ଧୀରେ ଶୀତ ବଢିବା ସହ ଲୋକ ଙ୍କ ଗହଳି ତେଶାଳୀ ମେଳା ରେ ଦେଖିବା କୁ ମିଳୁଛି। ଓଡିଶା ସହ ଅନ୍ୟ ରାଜ୍ୟ ର ହସ୍ତତନ୍ତ ଓ ହସ୍ତକଳା ପ୍ରଦର୍ଶନ ଓ ବିକ୍ରି ହେଉଥିବା ବେଳେ ରହିଥିବା 50 ଟି ଖାଇବା ଷ୍ଟଲ ରେ ବେଶ ଜନ ଗହଳି ଦେଖିବା କୁ ମିଳୁଛି। ଆଉ ଏହି ସବୁ ଖାଇବା ଷ୍ଟଲ ଭିତରେ ବାରି ହୋଇ ଯାଉଛି ସରେଜା ଙ୍କ ରେଜାସ କିଚେନ। କାରଣ ଏହି ଷ୍ଟଲ ରେ ଆମ ଲୁଚି ଯାଉଥିବା ଓଡ଼ିଆ ପିଠା ମଣ୍ଡା ଙ୍କୁ ଲୋକ ଲୋଚନ କୁ ଆଣା ଯାଉଛି। ଏହା ସହ ସରେଜା ଙ୍କ ସହ କେବଳ ମହିଳା ଏହି ଷ୍ଟଲ ରେ ଲୋକ ଙ୍କୁ ଖାଇବା ବେଶ ଆଦର ସହ ପାରୁଥିବା ର ବି ନଜର ଆସିଛି। ଦିନ ବଢିବା ସହ ତେଶାଳୀ ରେ ବେଶ ଭଲ ବେପାର ହେବ ବୋଲି ମଧ୍ୟ ଆଶା ବାନ୍ଧିଛନ୍ତି ଏମାନେ।

ବାଇଟ ସରେଜା ଚୋୖଧୁରୀ

Body:ଲୁଚି ଯାଉଥିବା ଓଡ଼ିଆ ମଣ୍ଡାପିଠା କୁ ଲୋକ ଲୋଚନ ରେ ଆଣି ଏବେ ଚର୍ଚ୍ଚା ରେ ରାଜଧାନୀ ର ସଚେଜା ଚୌଧୁରୀ।

ରାଜଧାନୀ ରେ ଧୀରେ ଧୀରେ ଶୀତ ବଢିବା ସହ ଲୋକ ଙ୍କ ଗହଳି ତେଶାଳୀ ମେଳା ରେ ଦେଖିବା କୁ ମିଳୁଛି। ଓଡିଶା ସହ ଅନ୍ୟ ରାଜ୍ୟ ର ହସ୍ତତନ୍ତ ଓ ହସ୍ତକଳା ପ୍ରଦର୍ଶନ ଓ ବିକ୍ରି ହେଉଥିବା ବେଳେ ରହିଥିବା 50 ଟି ଖାଇବା ଷ୍ଟଲ ରେ ବେଶ ଜନ ଗହଳି ଦେଖିବା କୁ ମିଳୁଛି। ଆଉ ଏହି ସବୁ ଖାଇବା ଷ୍ଟଲ ଭିତରେ ବାରି ହୋଇ ଯାଉଛି ସରେଜା ଙ୍କ ରେଜାସ କିଚେନ। କାରଣ ଏହି ଷ୍ଟଲ ରେ ଆମ ଲୁଚି ଯାଉଥିବା ଓଡ଼ିଆ ପିଠା ମଣ୍ଡା ଙ୍କୁ ଲୋକ ଲୋଚନ କୁ ଆଣା ଯାଉଛି। ଏହା ସହ ସରେଜା ଙ୍କ ସହ କେବଳ ମହିଳା ଏହି ଷ୍ଟଲ ରେ ଲୋକ ଙ୍କୁ ଖାଇବା ବେଶ ଆଦର ସହ ପାରୁଥିବା ର ବି ନଜର ଆସିଛି। ଦିନ ବଢିବା ସହ ତେଶାଳୀ ରେ ବେଶ ଭଲ ବେପାର ହେବ ବୋଲି ମଧ୍ୟ ଆଶା ବାନ୍ଧିଛନ୍ତି ଏମାନେ।

ବାଇଟ ସରେଜା ଚୋୖଧୁରୀ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.