ETV Bharat / city

ଲାଇସେନ୍ସପ୍ରାପ୍ତ ବନ୍ଧୁକର ଅପବ୍ୟବହାର, ରାସ୍ତାରେ ବନ୍ଧୁକ ଲଗାଇ ଦେଲେ ଧମକ - ଲାଇସେନ୍ସପ୍ରାପ୍ତ ବନ୍ଧୁକର ଅପବ୍ୟବହାର

ବିଚ୍‌ ରାସ୍ତାରେ ଦିନ ଦ୍ବିପ୍ରହରରେ ବନ୍ଧୁକଧାରୀ ଯୁବକର ଉତ୍ପାତ । ଗାଡି ସାଇଡ କରିବାକୁ ନେଇ ବନ୍ଧୁକ ଦେଖାଇଲେ ଯୁବକ । ସମ୍ପୃକ୍ତ ଯୁବକକୁ ଅଟକ ରଖିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 17, 2019, 3:07 PM IST

Updated : Aug 17, 2019, 4:23 PM IST

ଭୁବନେଶ୍ବର: ରାଜଧାନୀରେ ବନ୍ଧୁକଧାରୀ ଯୁବକର ଉତ୍ପାତ। ମୁଣ୍ଡରେ ବନ୍ଧୁକ ଲଗାଇ ଫୁଟାଇଦେବାର ଦେଉଛି ଧମକ । ଗାଡି ସାଇଡ ନହେଲେ ଫୁଟେଇଦେବି ବୋଲି ଦେଇଛି ଧମକ । ଯାହାକୁ ନେଇ ଯୁକ୍ତିତର୍କ ପରେ ଘେରିଯାଇଥିଲେ କିଛି ଯୁବକ ।ଏମିତିକିଛି ଘଟଣା ଘଟିଥିଲା ରସୁଲଗଡ ଛକ ନିକଟରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଶେଷରେ ପୋଲିସ ଡକାଇ ଏଭଳି ଆତଙ୍କ ସୃଷ୍ଟି କରିଥିବା ଯୁବକକୁ ପୋଲିସ ରଖିଛି ଅଟକ । ସମ୍ପୃକ୍ତ ଯୁବକର ନା ଅରବିନ୍ଦ ମିଶ୍ର । ସେ ରଖିଥିବା ବନ୍ଧୁକର ଲାଇସେନ୍ସ ଥିବା ଜଣା ପଡିଛି । ତେବେ ସର୍ବସାଧାରଣରେ ଏପରି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିବା ନେଇ ଲାଇ ସେନ୍ସ ରଦ୍ଦ ପାଇଁ ସମ୍ପୃକ୍ତ ଯୁବକକୁ ନୋଟିସ କରିପାରେ ପୋଲିସ । ତେବେ ଦେଖିବାର କଥା ଆଗକୁ ଏଭଳି ଲାଇସେନ୍ସପ୍ରପ୍ତ ବନ୍ଧୁକଧାରୀ ଉପରେ ଲାଇସେନ୍ସ ଦେବା ପରେ ନଜର ରଖୁଛି କି ନାହିଁ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଲାଇସେନ୍ସପ୍ରାପ୍ତ ବନ୍ଧୁକର ଅପବ୍ଯବହାର
ରାସ୍ତାରେ ବନ୍ଧୁକ ଲଗାଇ ଦେଲେ ଧମକ
Body:
ରାଜଧାନୀରେ ବନ୍ଧୁକଧାରୀ ଯୁବକର ଉତ୍ପାତ।ମୁଣ୍ଡରେ ବନ୍ଧୁକ ଲଗାଇ ଫୁଟାଇଦେବାର ଦେଉଛି ଧମକ।ଗାଡି ସାଇଡକର ନହେଲେ ଫୁଟେଇଦେବି ବୋଲି ଦେଇଛି ଧମକ। ଯାହାକୁ ନେଇ ଯୁକ୍ତିତର୍କ ପରେ ଘେରିଯାଇଥିଲେ କିଛି ଯୁବକ।ଏମିତିକିଛି ଘଟଣା ଘଟିଥିଲା ରସୁଲଗଡ ଛକ ନିକଟରେ।ଯାହାକୁବନେଇ ଦେଖାଦେଇଥିଲା ଉତେଜନା। ଶେଷରେ ପୋଲିସ ଡକାଇ ଏଭଳି ଆତଙ୍କ ସୃଷ୍ଟି କରିଥିବା ଯୁବକକୁ ପୋଲିସ ରଖିଛି ଅଟକ।ସମ୍ପୃକ୍ତ ଯୁବକର ନା ଅରବିନ୍ଦ ମିଶ୍ର। ସେ ରଖିଥିବା ବନ୍ଧୁକର ଲାଇସେନ୍ସ ଥିବା ଜଣା ପଡିଛି।ତେବେସର୍ବସାଧାରଣରେ ଏପରି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିବା ନେଇ ଲାଇ ସେନ୍ସ ରଦ୍ଧ ପାଇଁ ସମ୍ପୃକ୍ତ ଯୁବକକୁ ନୋଟିସ କରିପାରେ ପୋଲିସ। ତେବେ ଦେଖିବାର କଥା ଏଭଳି ଲାଇସେନ୍ସପ୍ରପ୍ତ ବନ୍ଧୁକଧାରି ଉପରେ ଲାଇସେନ୍ସ ଦେବା ପରେ ନଜର ରଖୁଛି କି ନାହିଁ ପୋଲିସ।Conclusion:
Last Updated : Aug 17, 2019, 4:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.