ETV Bharat / city

୧୦ ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ - ୧୦ ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ରାତି ୧୦ ଟାରେ ଉଠିବ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ । ଅଧିକ ପଢନ୍ତୁ....

preparetion meeting
ଲିଙ୍ଗରାଜଙ୍କ ମହାଦୀପ
author img

By

Published : Feb 6, 2020, 4:07 AM IST

ଭୁବନେଶ୍ବର: ଆସୁଛି ମହାଶିବରାତ୍ରି। ଚଳିତ ବର୍ଷ ଜାଗରରେ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ରାତି ୧୦ ଟାରେ ଉଠିବ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମହାଶିବରାତ୍ରି ପାଇଁ ନବଗଠିତ ଅନ୍ତରୀଣ ନ୍ୟାସ ମଣ୍ଡଳୀର ପ୍ରଥମ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଷ୍ପତ୍ତି ଅନୁଯାୟୀ ରାତି ୧୦ ଟାରେ ଲିଙ୍ଗରାଜଙ୍କ ମହାଦୀପ ଉଠିବାକୁ ନିଷ୍ପତି ହୋଇଛି।

ଲିଙ୍ଗରାଜଙ୍କ ମହାଦୀପ

ଶୃଙ୍ଖଳିତ ଦର୍ଶନ,ପାର୍କିଙ୍ଗ, ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇ ସେ ସମ୍ପର୍କରେ ଆଲୋଚନା କରାଯାଇଛି। ତେବେ ଚଳିତ ଥର ମନ୍ଦିର ଭିତର ବେଢା ଓ ବାହାରେ ଦୀପ ଯାଳିବା ପାଇଁ ସ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି।

ଭୁବନେଶ୍ବର ସର୍କିଟ ହାଉସରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ,ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ, ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ,ବିଏମସି ଅତିରିକ୍ତ କମିଶନର ଓ ମନ୍ଦିର ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ ଇଟିଇି ଭାରତ

Intro:ଏଥର ମହାଶିବରାତ୍ରିରେ ୧୦ ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ।

Body:ମହାଶିବରାତ୍ରିରେ ମହାପ୍ରଭୁଙ୍କ ମହାଦୀପ।ରାତି ୧୦ ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜ ଙ୍କ ମହାଦୀପ।

ଚଳିତ ବର୍ଷ ପବିତ୍ର ଜାଗରରେ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ରାତି ୧୦ ଟାରେ ଉଠିବ।ବୁଧବାର ଭୁବନେଶ୍ୱର ରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମହାଶିବରାତ୍ରି ପାଇଁ ନବଗଠିତ ଅନ୍ତରୀଣ ନ୍ୟାସ ମଣ୍ଡଳୀର ପ୍ରଥମ ବୈଠକ।ବୈଠକରେ ନିଷ୍ପତ୍ତି ଅନୁଯାୟୀ ରାତି ୧୦ ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ ।ବୈଠକରେ ମହାଶିବରାତ୍ରି ସୁପରିଚାଳନା,ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ,ପାର୍କିଂଗ, ସୌନ୍ଦର୍ଯ୍ୟକରଣ, ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ସେ ସମ୍ପର୍କରେ ଆଲୋଚନା ହୋଇଛି।ତେବେ ଚଳିତ ଥର ମନ୍ଦିର ଭିତର ଭିତର ବେଢା ଓ ବାହାରେ ଦୀପ ଯାଳିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି।

ଭୁବନେଶ୍ୱର ସର୍କିଟ ହାଉସରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ,ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ, ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ,ବିଏମସି ଅତିରିକ୍ତ କମିଶନର, ମନ୍ଦିର ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.