ETV Bharat / city

ହାଇଦ୍ରାବାଦ ଏନକାଉଣ୍ଟର ଘଟଣା: ପ୍ରତିକ୍ରିୟା ରଖିଲେ କଲେଜ ଛାତ୍ରଛାତ୍ରୀ - ହାଇଦ୍ରାବାଦ ଏନକାଉଣ୍ଟର

ତେଲେଙ୍ଗାନା ପୋଲିସର ଏଭିଳି ଏକ ପଦକ୍ଷେପକୁ ସ୍ବାଗତ କରିଛନ୍ତି ରାଜଧାନୀସ୍ଥିତ ମହର୍ଷି କଲେଜର ଛାତ୍ର। ଅଧିକ ପଢନ୍ତୁ...

ହାଇଦ୍ରାବାଦ ଏନକାଉଣ୍ଟର ଘଟଣା: ପ୍ରତିକ୍ରିୟା ରଖିଲେ ମହର୍ଷି ଛାତ୍ର
ହାଇଦ୍ରାବାଦ ଏନକାଉଣ୍ଟର ଘଟଣା: ପ୍ରତିକ୍ରିୟା ରଖିଲେ ମହର୍ଷି ଛାତ୍ର
author img

By

Published : Dec 6, 2019, 3:22 PM IST

ଭୁବନେଶ୍ବର: ତେଲେଙ୍ଗାନାର ପ୍ରାଣୀ ଚିକିତ୍ସିକଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିଥିବା 4 ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ଟଳି ପଡିଛନ୍ତି। ଏ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଲେଜ ଛାତ୍ରଛାତ୍ରୀ।

ହାଇଦ୍ରାବାଦ ଏନକାଉଣ୍ଟର ଘଟଣା: ପ୍ରତିକ୍ରିୟା ରଖିଲେ ମହର୍ଷି ଛାତ୍ର

ତେଲେଙ୍ଗାନା ପୋଲିସର ଏଭିଳି ଏକ ପଦକ୍ଷେପକୁ ସ୍ବାଗତ କରିଛନ୍ତି ରାଜଧାନୀସ୍ଥିତ ମହର୍ଷି କଲେଜର ଛାତ୍ର। ଏହା ଏକ ଉଚିତ ପଦକ୍ଷେପ। ଏହାଦ୍ବାରା ପୀଡିତାଙ୍କୁ ନ୍ୟାୟ ମିଳିପାରିଛି। ଏହି ଘଟଣା ଦ୍ବାରା ଦୁଷ୍କର୍ମକାରୀଙ୍କ ମନରେ ଏକ ଭୟ ସୃଷ୍ଟି ହେବା ସହ ସେମାନେ ଏଭଳି କାମ କରିବାକୁ ଡରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି କଲେଜ ଛାତ୍ର।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ହାଇଦ୍ରାବାଦ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଘଟଣା, ଅଭିଯୁକ୍ତଙ୍କୁ ଏନକାଉଣ୍ଟର ନେଇ ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା।

ହାଇଦ୍ରାବାଦ ରେ ଡାକ୍ତରଣୀ ଙ୍କୁ ଦୁଷ୍କର୍ମ କରି ପୋଡି ମାରିବା ଘଟଣା। ହତ୍ୟାକାଣ୍ଡ ସ୍ଥଳରେ ପୋଲିସ ର ଏନକାଉଣ୍ଟର । ଏନେଇ ଯୁବଛାତ୍ରଙ୍କ ପତିକ୍ରିୟା।

Body:

ହାଇଦ୍ରାବାଦ ରେ ଏନକାଉଣ୍ଟରରେ ୪ ଦୁଷ୍କର୍ମ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାରେ ପୋଲିସର ଏନକାଉଣ୍ଟର କୁ ନେଇ ଛାତ୍ର ଛାତ୍ରୀମାନେ ସ୍ୱାଗତ କରିଛନ୍ତି। ଯାହା କୁ ନେଇ ଦେଶରରେ ଦୁଷ୍କର୍ମ କାରୀଙ୍କ ସଂଖ୍ୟା କମିବ। ଏନକାଉଣ୍ଟର ଭୟ ରେ ଏଭଳି ଦୁଷ୍କର୍ମ କରିବା କମ ରହିବ ବୋଲି କହିଛନ୍ତି ଛାତ୍ର ଛାତ୍ରି।

Byte- ସିବାସୀଷ ଦାସ
Byte- ଅମରନାଥ ଠାକୁଆ।
Byte- ଏସ କେ ମୋହିନଉଡିମ।
Byte- ବସ୍କି ମହିମା ମିଶ୍ର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.