ETV Bharat / city

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଓଡିଶାରୁ କେରଳ ଗଲେ ଏନଡିଆରଏଫ ଟିମ - Low depression in kerala

କେରଳରେ ଲଘୁଚାପଜନିତ ବର୍ଷା ଓ ବନ୍ୟା ଆଶଙ୍କା ଥିବାରୁ ସମ୍ଭାବ୍ୟ ବିପର୍ଯ୍ୟୟରୁ ଲୋକଙ୍କୁ ଉଦ୍ଧାର ପାଇଁ କେରଳ ଗସ୍ତରେ ଏନଡିଆରଏଫର 5 ଟି ଟିମ । ଅଧିକ ଖବର ପଢନ୍ତୁ...

ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ କେରଳ ଗସ୍ତରେ ଏନଡିଆରଏଫ ଟିମ
author img

By

Published : Oct 22, 2019, 3:58 PM IST

ଭୁବନେଶ୍ବର: କେରଳ ଗସ୍ତରେ ଏନଡିଆରଏଫର 5ଟି ଟିମ । ଏହି ଟିମରେ 145 ଜଣ ଏନଡିଆରଏଫ ସଦସ୍ୟ ସାମିଲ ଅଛନ୍ତି । ତେବେ କେରଳରେ ସମ୍ଭାବ୍ୟ ବନ୍ୟା ଆଶଙ୍କା ରହିଛି । ଯାହାର ଉଦ୍ଧାର ପାଇଁ ଭୁବନେଶ୍ବରରୁ ଏନଡିଆରଏଫ ବା ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବଳର 145 ଜଣ ସଦସ୍ୟ କେରଳ ଅଭିମୁଖେ ଯାତ୍ରା କରିଛନ୍ତି।

ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ କେରଳ ଗସ୍ତରେ ଏନଡିଆରଏଫ ଟିମ

ସୂଚନା ଅନୁସାରେ, ଓଡ଼ିଶାର ମୁଣ୍ଡୁଳି ଟ୍ରେନିଂ ସେଣ୍ଟରରୁ 5ଟି ଟିମରେ ଏହି ସଦସ୍ୟମାନେ ଭୁବନେଶ୍ବର ବିମାନ ବନ୍ଦରରୁ କେରଳ ଯାଇଥିବା ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ କି, କେରଳରେ ଲଘୁଚାପଜନିତ ବର୍ଷା ଓ ବନ୍ୟା ହେବାର ଆଶଙ୍କା ଥିବାରୁ ସମ୍ଭାବ୍ୟ ବିପର୍ଯ୍ୟୟରୁ ଲୋକଙ୍କୁ ଉଦ୍ଧାର ପାଇଁ ଏହି ଟିମ ସେଠାରେ ମୁତୟନ କରାଯିବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:5ଟି ଟିମ ରେ 145 ଜଣ ଏନ ଡି ଆର ଏଫ ସଦସ୍ୟ ଗଲେ କେରଳ:ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ଉଦ୍ଧାର ପାଇଁ
ଭୁବନେଶ୍ୱର ରୁ ଏନଡିଆରଏଫ ବା ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବଳର 145 ଜଣ ସଦସ୍ୟ କେରଳ ଅଭିମୁଖେ ପ୍ରସ୍ଥାନ କରିଛନ୍ତି।
Body:ଓଡ଼ିଶାର ମୁଣ୍ଡୁଳି ଟ୍ରେନିଂ ସେଣ୍ଟରରୁ 5ଟି ଟିମ ରେ ଏହି ସଦସ୍ୟମାନେ ଭୁବନେଶ୍ୱର ବିମାନ ବନ୍ଦରରୁ କେରଳ ଯାଇଥିବା ସୂଚନା ମିଳିଛି।ଉଲ୍ଲେଖଯୋଗ୍ୟ କି କେରଳରେ ଲଘୁଚାପ ଜନିତ ବନ୍ୟା ହେବାର ଆଶଙ୍କା ଥିବାରୁ ସମ୍ଭାବ୍ୟ ବିପର୍ଯ୍ୟୟ ରୁ ଲୋକଙ୍କ ଉଦ୍ଧାର ପାଇଁ ଏହି ଟିମ ସେଠାରେ ମୁତୟନ କରାଯିବ ବୋଲି ସୂଚନା ମିଳିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.