ETV Bharat / city

ରାଜଧାନୀରୁ ଧରାପଡିଲା ଅଜବ ଗ୍ଯାଙ୍ଗ, ଲୁଟୁଥିଲେ ଗ୍ଯାସ ଟାଙ୍କି ଓ ପାଣିପମ୍ପ - ଲୁଟୁଥିଲେ ଗ୍ଯାସଟାଙ୍କି ଓ ପାଣିପମ୍ପ

କମିଶନରେଟ ପୋଲିସ ହାତରେ ଅଜବ ଲୁଟେରା ଗ୍ୟାଙ୍ଗ । ସୁନା କି ଟଙ୍କା ନୁହେଁ ଏମାନେ ଲୁଟୁଥିଲେ ଗ୍ୟାସଟାଙ୍କି ଓ ପାଣିପମ୍ପ। ଆଗକୁ ପଢନ୍ତୁ ...

ରାଜଧାନୀରୁ ଧରାପଡିଲା ଅଜବ ଗ୍ଯାଙ୍ଗ
author img

By

Published : Nov 9, 2019, 10:45 PM IST

ଭୁବନେଶ୍ବର: ହଠାତ ଘରୁ ଗାଏବ ହେଉଥିଲା ଗ୍ୟାସ ଟାଙ୍କି, ପତ୍ତା ମିଳୁନଥିଲା ପାଣି ପମ୍ପର । ରାଜଧାନୀବାସୀଙ୍କୁ ଏହି ଘଟଣା ନାକେଦମ କରି ରଖିଥିଲା । ଗତ କିଛି ଦିନ ଧରି ଏମିତି ଢଙ୍ଗରେ ଲୁଟପାଟ ମଚାଉଥିଲେ ଅପରାଧି । ଆଜି ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ ।

ଚନ୍ଦକା ଅଞ୍ଚଳରୁ ଧରାପଡିଛନ୍ତି ୧୨ ଜଣିଆ ଲୁଟେରା ଗ୍ୟାଙ୍ଗ । ସେମାନଙ୍କ ମଧ୍ୟରୁ ୭ଜଣ ଲୁଟପାଟ କରୁଥିଲେ। ଆଉ ୫ଜଣ ଲୁଟ ସାମଗ୍ରୀ ବିକ୍ରି କରୁଥିଲେ । ଏହି ଗ୍ୟାଙ୍ଗକୁ ଠାବ ପରେ ୧୪ଟି ପାଣି ପମ୍ପ ସହ 9ଟି ଗ୍ୟାସ ଟାଙ୍କି ଓ ଟ୍ୟାବ, ମୋବାଇଲ, ଫୋନ, ଘଣ୍ଟା, ଗ୍ରାଇଣ୍ଡର ଜବତ କରିଛି କମିସନରେଟ ପୋଲିସ। ସମସ୍ତ ଅଭିଯୁକ୍ତ ଖଣ୍ଡଗିରି ଓ ଚନ୍ଦକା ଅଞ୍ଚଳର ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ରାଜଧାନୀରୁ ଧରାପଡିଲା ଅଜବ ଗ୍ଯାଙ୍ଗ,
ଲୁଟୁଥିଲେ ଗ୍ଯାସଟାଙ୍କି ଓ ପାଣିପମ୍ପBody:

ଗାଏବ ହେଉଥିଲା ଗ୍ଯାସଟାଙ୍କି।ପତାମିଳୁନଥିଲା ପାଣି ପମ୍ପ।ରାଜଧାନୀବାସିଙ୍କ ହେଉଥିଲେ ନାକେଦମ।ବିଗତ କିଛି ଦିନ ଧରି ଏମିତି ଢଙ୍ଗରେ ଲୁଟପାଟ ମଚାଉଥିଲେ ଅପରାଧି।ଘର ଭିତରୁ ଲୁଟିନେଉଥିଲେ ଗ୍ଯାସ ଟାଙ୍କି।ଫ୍ଲାଟ ରୁ ଉପାଡିନେଉଥିଲେ ପାଣିପମ୍ପ।ଏମିତି ଲୁଟପାଟ କରୁଥିବା ଗ୍ଯାଙ୍ଗର ଖୁଲାସା କରିଛି କମିସନରେଟ ପୋଲିସ।ଚନ୍ଦକା ଅଂଚଳରୁ ଧରାପଡିଛନ୍ତି ୧୨ଜଣିଆ ଗ୍ଯାଙ୍ଗ।ସେମାନଙ୍କ ମଧ୍ରୁ ୭ଜଣ ଲୁଟପାଟ କରୁଥିଲେ।ଆଉ ୫ଜଣ ଲୁଟ ସାମଗ୍ରୀ ବିକ୍ରି କରୁଥିଲେ।ତେବେ ଏହି ଗ୍ଯାଙ୍ଗ କୁ ଠାବ ପରେ ୧୪ଟି ପାଣି ପମ୍ପ ସହ 9ଟି ଗ୍ଯାସଟାଙ୍କି ଓ ଟ୍ଯାବ ମୋବାଇଲ ଫୋନ ଘଣ୍ଟା ,ଗ୍ରାଇଣ୍ଡର ଜବତ କରିଛି କମିସନରେଟ ପୋଲିସ।ସମସ୍ତ ଅଭିଯୁକ୍ତ ଖଣ୍ଡଗିରି ଓ ଚନ୍ଦକାଅଂଚଳର ବୋଲି ଜଣାପଡିଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.