ETV Bharat / city

ବିଜେଡିର 7ମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା; ଜାଣନ୍ତୁ, କେଉଁଠୁ କିଏ ଲଢିବେ ?

ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା । 9 ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

author img

By

Published : Apr 1, 2019, 8:28 PM IST

Updated : Apr 1, 2019, 10:11 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ବର: ବିଜେଡି ସୋମବାର ତାର 7ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ 9ଟି ବିଧାସଭା ଏବଂ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ।

9ଟି ବିଧାନସଭା ଆସନ-

ମୋରଡା-ରାଜ କିଶୋର ଦାଶ
ବସ୍ତା- ନିତ୍ୟାନନ୍ଦ ସାହୁ
ବରି-ସୁନନ୍ଦା ଦାସ
ରାଇରଙ୍ଗପୁର- ବାସନ୍ତା ମାରଣ୍ଡୀ
ଖୋଦ୍ଧା- ଜ୍ୟୋତିନ୍ଦ୍ର ନାଥ ମିତ୍ର
ଜୟଦେବ- ଅରବିନ୍ଦ ଢାଲି
ବେଗୁନିଆ- ରାଜେନ୍ଦ୍ର ସାହୁ
ଚିଲିକା- ପ୍ରଶାନ୍ତ ଜଗଦେବ
ଦେବଗଡ- ଆରଆର ବିଶ୍ବାଳ

ଗୋଟିଏ ଲୋକସଭା ଆସନ-

କଟକ- ଭର୍ତ୍ତୃହରି ମହତାବ

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ଭୁବନେଶ୍ବର: ବିଜେଡି ସୋମବାର ତାର 7ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ 9ଟି ବିଧାସଭା ଏବଂ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ।

9ଟି ବିଧାନସଭା ଆସନ-

ମୋରଡା-ରାଜ କିଶୋର ଦାଶ
ବସ୍ତା- ନିତ୍ୟାନନ୍ଦ ସାହୁ
ବରି-ସୁନନ୍ଦା ଦାସ
ରାଇରଙ୍ଗପୁର- ବାସନ୍ତା ମାରଣ୍ଡୀ
ଖୋଦ୍ଧା- ଜ୍ୟୋତିନ୍ଦ୍ର ନାଥ ମିତ୍ର
ଜୟଦେବ- ଅରବିନ୍ଦ ଢାଲି
ବେଗୁନିଆ- ରାଜେନ୍ଦ୍ର ସାହୁ
ଚିଲିକା- ପ୍ରଶାନ୍ତ ଜଗଦେବ
ଦେବଗଡ- ଆରଆର ବିଶ୍ବାଳ

ଗୋଟିଏ ଲୋକସଭା ଆସନ-

କଟକ- ଭର୍ତ୍ତୃହରି ମହତାବ

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Apr 1, 2019, 10:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.